୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନେଷ୍ଟବଳ

ବରଗଡ଼: ଭିଜିଲାନ୍ସ ଜାଲରେ କନେଷ୍ଟବଳ । ସାତ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ । ବରଗଡ଼ ଜ଼ୀଲ୍ଲା ଭେଡେନ ଥାନା ଅନ୍ତର୍ଗତ ଋଷୁଡା ଆଉଟ ପୋଷ୍ଟରେ କାର୍ଯ୍ୟରତ ରଞ୍ଜନ ପ୍ରଧାନ ନାମକ କନଷ୍ଟେବଳ ଭେଡେନ ଥାନା  ପଣ୍ଡକିପାଲି ଗ୍ରାମର ଚୈତନ୍ୟ କୁଦେଇଙ୍କ ଠାରୁ  ସାତ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଓ ସମ୍ବଲପୁର  ଭିଜିଲାନ୍ସ ଏକ ସାଙ୍ଗରେ  ଧରିଥିବା ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ଦାଶରଥି ସେଠି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର