ନାରାୟଣପାଟଣା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜୟପୁର: କୋରାପୁଟ ଜିଲ୍ଲା ନାରାୟଣପାଟଣା ତହସିଲଦାର ଚିତ୍ତରଞ୍ଜନ ବନଗୁଲାଙ୍କ ଘରେ ଭିଜି ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଉପରେ ଆଜି ଭିଜିଲାନ୍ସର ୪ଟି ଟିମ୍‌ ଏକକାଳୀନ ଶ୍ରୀ ବନଗୁଲାଙ୍କ ନାରାୟଣପାଟଣାସ୍ଥିତ କାର୍ଯ୍ୟାଳୟ, କୋରାପୁଟସ୍ଥିତ ବାସଭବନସହିତ ଖରିଆର ଓ ଭେଲାସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଛନ୍ତି। ବିଭିନ୍ନ କାଜପତ୍ର ଯାଞ୍ଚ ଜାରି ରହିଥିବାରୁ ଶ୍ରୀ ବନଗୁଲାଙ୍କ ସମ୍ପତ୍ତିର ପ୍ରକୃତ ଆକଳନ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର