ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ଛତିଆ ଗ୍ରାମରେ ଗତ ୨୦ ତାରିଖ ରାତି ଗୋଟିଏ ଗୋଠ ଛଡ଼ା ଦନ୍ତା ପଶି ୨ଟି ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ଗ୍ରାମର ପ୍ରମିଳା ମୁଣ୍ଡା ଓ ତାଙ୍କ ଭାଇ ସୋରେନ ମୁଣ୍ଡାଙ୍କ ଘର ଏହି ଦନ୍ତା ଭାଙ୍ଗିଥିବା ଜଣାପଡିଛି। ବନବିଭାଗ ଘଟଣାର ତଦନ୍ତ କରି ଉଭୟ ପରିବାରଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଘର ଭାଙ୍ଗିଲା ଦନ୍ତା, କ୍ଷତିପୂରଣ ଦାବି କଲେ ଗ୍ରାମବାସୀ
/sambad/media/post_attachments/wp-content/uploads/2024/03/f3e05d9a-be7f-4968-b410-cd9526eee2a7.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)