ଯାଜପୁର : ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀରେ ଜଳସ୍ତର ଏବେ ବି ବିପଦ ସଂକେତ ଉପରେ ରହିଛି । ଆଜି ସକାଳ ୯ଟା ସୁଦ୍ଧା ଜେନାପୁରଠାରେ ବ୍ରାହ୍ଣଣୀ ନଦୀର ଜଳସ୍ତର ୬୭.୨୦ ଫୁଟ ଥିଲା । ଯେବେକି ଏଠାକାର ବିପଦ ସଂକେତ ହେଉଛି ୬୭ ଫୁଟ ।
ଅନ୍ୟପକ୍ଷରେ ବରୀ ବ୍ଲକ ସାହୁପଡ଼ା ପଞ୍ଚାୟତ ମାଟିଆଠାରେ ବ୍ରାହ୍ଣଣୀରେ ୧୦୦ ଫୁଟ ଓ ୫୦ ଫୁଟର ଦୁଇଟି ଘାଇ ସୃଷ୍ଟି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/WhatsApp-Image-2021-09-15-at-09.15.39.jpeg)