ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଘରେ ସୁଖଶାନ୍ତି ବଜାୟ ରହିବ। ବୁଧ ଓ ଗୁରୁବାର: କ୍ରୋଧ କଲେ କାମରେ କ୍ଷତି ହୋଇପାରେ। ଶୁକ୍ର ଓ ଶନିବାର: ଅପ୍ରତ୍ୟାଶିତ ଧନପ୍ରାପ୍ତି ହୋଇପାରେ।

ରବି, ସୋମ ଓ ମଙ୍ଗଳବାର: ସବୁ ଇଚ୍ଛା ପୂର୍ଣ୍ଣ ହେବ। ବୁଧ ଓ ଗୁରୁବାର: ଜୀବନସାଥୀ ଠାରୁ ଉପହାର ପାଇବେ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ରବି, ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ଭଲ କାମ ପାଇଁ ପୁରସ୍କାର ପାଇବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ତାଳମେଳ ବଜାୟ ରହିବ।

 ରବି, ସୋମ ଓ ମଙ୍ଗଳବାର: ଆପଣଙ୍କର ଲେଖା ଚାରିଆଡ଼େ ପ୍ରଶଂସା ହେବ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ଘର କ୍ଳେଶ ଦୂର ହେବ।

ରବି, ସୋମ ଓ ମଙ୍ଗଳବାର: କୌଣସି ବଡ଼ ପ୍ରସଙ୍ଗରେ ନିର୍ଣ୍ଣୟ ନେଇପାରନ୍ତି। ବୁଧ ଓ ଗୁରୁବାର: ସବୁ ଆହ୍ବାନର ମୁକାବିଲା କରିପାରିବେ। ଶୁକ୍ର ଓ ଶନିବାର: ମହିଳାମାନେ ଖୁସି ଖବର ପାଇବେ।

ରବି, ସୋମ ଓ ମଙ୍ଗଳବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ବୁଧ ଓ ଗୁରୁବାର: କମ୍ ପରିଶ୍ରମରେ ଅଧିକ ଫଳ ପାଇବେ। ଶୁକ୍ର ଓ ଶନିବାର: ଅନ୍ୟମାନଙ୍କର ସହଯୋଗ ପାଇବେ।

ରବି, ସୋମ ଓ ମଙ୍ଗଳବାର: କୌଣସି ସମାଜିକ ସଂଗଠନରେ ଯୋଗ ଦେବେ। ବୁଧ ଓ ଗୁରୁବାର: ନୂଆ ଉତ୍ସରୁ ଧନଲାଭ ହେବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ବୁଧ ଓ ଗୁରୁବାର: କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ହେବ। ଶୁକ୍ର ଓ ଶନିବାର: ସମ୍ବନ୍ଧରେ ସୁଧାର ଆଣିବେ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ବୁଧ ଓ ଗୁରୁବାର: କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ହେବ। ଶୁକ୍ର ଓ ଶନିବାର: ସମ୍ବନ୍ଧରେ ସୁଧାର ଆଣିବେ।

ରବି, ସୋମ ଓ ମଙ୍ଗଳବାର: ବେପାର ପରିବର୍ତ୍ତନ ପାଇଁ ଯୋଜନା କରିବେ। ବୁଧ ଓ ଗୁରୁବାର: ଲାଭର ଅବସର ପାଇବେ। ଶୁକ୍ର ଓ ଶନିବାର: ଅଫିସ୍‌ରେ କାମ କରିବା ଶୈଳୀ ବଦଳାଇବେ।

ରବି, ସୋମ ଓ ମଙ୍ଗଳବାର: ଗବେଷଣା କାମରେ ମନ ଲାଗିବ। ବୁଧ ଓ ଗୁରୁବାର: ଲାଗି ରହିଥିବା କଷ୍ଟରୁ ମୁକ୍ତି ପାଇବେ। ଶୁକ୍ର ଓ ଶନିବାର: ପ୍ରିୟତମାଙ୍କୁ ଉପହାର ଦେବେ।

ରବି, ସୋମ ଓ ମଙ୍ଗଳବାର: ଜମିରେ ନିବେଶ କରିପାରନ୍ତି। ବୁଧ ଓ ଗୁରୁବାର: ପ୍ରେମ ଜୀବନ ମଧୁର ରହିବ। ଶୁକ୍ର ଓ ଶନିବାର: ଧୈର୍ଯ୍ୟ ଧରି କାମ କରନ୍ତୁ ସଫଳ ହେବେ।

ସମ୍ବନ୍ଧିତ ଖବର