କେନ୍ଦ୍ରାପଡ଼ା: ସ୍ୱାମୀସ୍ତ୍ରୀଙ୍କ କଳହରୁ ଜଣେ ମହିଳା ନିଜ ତଣ୍ଟିକୁ ଏକ ଧାରୁଆ ଅସ୍ତ୍ରରେ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ କିଛି ଦିନ ହେବ କେନ୍ଦ୍ରାପଡ଼ା ଟାଉନ୍ଥାନା ଜଝାଙ୍ଗ ଗ୍ରାମର ରାମାକାନ୍ତ ମହାପାତ୍ର ଓଚତାଭ୍କ ପତ୍ନର ରୋଜାଲିନ ଖଟୁାଙ୍କ ମଧ୍ରରେ ପାରିବାରିକ କଳହକୁ ନେଇ ଝଗଡ଼ା ଲାଗୁଥିଲା। ଆଜି ସକାଳେ ଏହାକୁ କେନ୍ଦ୍ର କରି ରୋଜାଲିନ୍ କ୍ଷୁବ୍ଧ ହୋଇ ନିଜ ତଣ୍ଟିକୁ ଏକ ଧାରୁଆ ଅସ୍ଥରରେ କାଟି ଦେଇଥିଲେ।
କେନ୍ଦ୍ରାପଡ଼ା: ପାରିବାରକି କଳହରୁ ନିଜ ତଣ୍ଟି କାଟି ଦେଲେ ମହିଳା
/sambad/media/post_attachments/wp-content/uploads/2018/02/kendrapara-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)