ପୋଡିଯିବାରୁ ମହିଳା ମୃତ, ହତ୍ୟା ଅଭିଯୋଗ ପରେ ସ୍ୱାମୀ ଅଟକ

ଉଲୁଣ୍ଡା: ପୋଡିଯିବାରୁ ଗୁରୁବାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ପୁଲିସ ମୃତ ମହିଳା ମିଥିଲା କୁମ୍ଭାରଙ୍କର ସ୍ୱାମୀଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ ଅଏଲାଛାଟ ଗାଁରେ ଗୁରୁବାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମିଥିଲାଙ୍କର ବାପା ମହାଦେବ ତରିଆ ହତ୍ୟା ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର