ଭଞ୍ଜନଗର: ଗତକାଲି ରାତିରେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ମହିଳାଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବଳଦି ଗ୍ରାମର କୁନ୍ତଳା ବେହେରା( ୭୨ ବର୍ଷ)। ସାପକାମୁଡ଼ାରେ ଗୁରତର କୁନ୍ତଳାଙ୍କୁ ଚିକତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନା ଅଣାଯାଇଥିଲା। ମାତ୍ର ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରି ଥିଲା।
ଭଞ୍ଜନଗର: ସାପକାମୁଡ଼ାରେ ମହିଳା ମୃତ
/sambad/media/post_attachments/wp-content/uploads/2017/10/bhanjanagara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)