ଢେଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମରେ ଆଜି ଦିନ ୧୨ ଟା ସମୟରେ ପ୍ରଶାନ୍ତ ରାଉତଙ୍କ ସ୍ତ୍ରୀ ସୁନିତା ରାଉତ (୨୫) ରୋଷେଇ କରୁଥିବା ସମୟରେ ଅଚାନକ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା। ସୁନିତାଙ୍କ ଶରୀରର କିଛି ଅଂଶ ପୋଡିଯାଇଛି । ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ପରେ ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ନିଆଁ ଲାଗି ମହିଳା ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
/sambad/media/post_attachments/wp-content/uploads/2021/02/c083cdb4-2bb4-47bf-88bb-19c5a16da21e.jpg)