ଢେଙ୍କାନାଳ: ସଦର ଥାନା ବଳରାମପୁର ଗ୍ରାମରେ ଆଜି ଦିନ ସାଢେ ତିନି ସମୟରେ ଘରୋଇ କଳିକୁ ନେଇ ସ୍ୱାମୀ ଦିଲୀପ ପ୍ରଧାନ (୪୨) ତା ସ୍ତ୍ରୀ ଶିବାନୀ (୨୪)ଙ୍କ ଏକ ବାଡ଼ିରେ ପିଟି ପିଟି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇ ଯାଇଛି। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
ଘରୋଇ କଳିକୁ ନେଇ ହତ୍ୟାକାଣ୍ଡ: ସ୍ତ୍ରୀଙ୍କୁ ବାଡ଼ିରେ ପିଟିପିଟି ମାରିଦେଲା ସ୍ୱାମୀ
/sambad/media/post_attachments/wp-content/uploads/2020/08/murder-aa.jpg)