କଟକ: ମୃତ ଶିଶୁକୁ ଧରି ରାସ୍ତାକଡ଼ରେ ବସିଲେ ମହିଳା

କଟକ: ବକ୍ସିବଜାର ଛକରେ ଜଣେ ଅଚିହ୍ନା ମହିଳା ବୁଧବାର ପ୍ରାୟ ବର୍ଷକର ଏକ ମୃତ ଶିଶୁକୁ ଧରି ରାସ୍ତାକଡ଼ରେ ବସିଛନ୍ତି। କୌଣସି ରୋଗରେ ପଡ଼ି ପିଲାଟିର ମୃତ୍ୟୁ ଘଟିବା ପରେ ମହିଳା ଜଣକ ଉପାୟ ଶୂନ୍ୟ ହୋଇ ଶେଷରେ ରାସ୍ତାକଡ଼ରେ ବସିଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ପାଖରେ ଆଉ ୨ ଜଣ ଛୋଟ ଛୋଟ ଝିଅ ଛିଡ଼ା ହୋଇଛନ୍ତି। ମହିଳା ଜଣକ ନିଜର ପରିଚୟ ଦେଇପାରୁ ନାହାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.