କରୋନାରେ ଯୁବ ଶିଳ୍ପଦ୍ୟୋଗୀଙ୍କ ବିୟୋଗ

ବାଲେଶ୍ବର : ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ତଥା ସତ୍ୟସାଇ ଇନଷ୍ଟିଚ୍ୟୁସନ୍ସର ନିର୍ଦେଶକ ଓ ଯୁବ ଶିଳ୍ପଦ୍ୟୋଗୀ ଡ. ବେଣୁମାଧବ ପଣ୍ଡା(୪୧)ଙ୍କ ପରଲୋକ। ଗତ ମାସେ ପୂର୍ବରୁ ସେ କରୋନା ସଂକ୍ରମିତ ଥାଇ ହାଇଦ୍ରାବାଦରେ ଚିକିତ୍ସା ହେଉଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଡ. ପଣ୍ଡାଙ୍କ ପରଲୋକ ଖବର ପାଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର