ବରଗଡ଼: ବରଗଡ଼ ଉପକଣ୍ଠସ୍ଥ ପାଣିଛତର ନିକଟରେ ଶନିବାର ଅପରାହ୍ନରେ ଟ୍ରେନ୍ରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ମୃତକଙ୍କ ପରିଚୟ ମିଳିନାହିଁ। ଟ୍ରେନ୍ ଲାଇନ କଡ଼ରେ ଏକ ମୋଟର ସାଇକେଲ (ଓଡି୧୭-ପି-୦୬୩୫) ରଖାଯାଇଛି। ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟିରେ ଯୁବକ ଜଣଙ୍କ କଟିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ମୃତ ଯୁବକଙ୍କ ସଠିକ ପରିଚୟ ଜଣାପଡିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/27-14.jpg)