ଭଦ୍ରକ: ପୁରୁଣା ବଜାର ଥାନା ଅନ୍ତର୍ଗତ ଇସୁଫୁପୁର ଗ୍ରାମର ଜଣେ ଯୁବକ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ବାରଦାସ୍ଥିତ ପିରବାବା ପୀଠକୁ ଦର୍ଶନ କରିବାକୁ ଯାଇଥିବା ବେଳେ ନିକଟସ୍ଥ ସାଳନ୍ଦୀ ନଦୀର ଗୋଡ଼ ଖସି ଯିବାରୁ ନିଖୋଜ ହୋଇଛନ୍ତି। ଯୁବକଙ୍କୁ ସବୁଆଡେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଲୋକେ ତାଙ୍କୁ ପାଇ ନାହାନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ଖୋଜା ଖୋଜି କରିଥିଲେ ମଧ୍ୟ ଯୁବକର ସନ୍ଧାନ ମିଳିପାରି ନାହିଁ।
ସାଳନ୍ଦୀରେ ଗୋଡ଼ ଖସିଗଲା, ଯୁବକ ନିଖୋଜ
/sambad/media/post_attachments/wp-content/uploads/2020/10/IMG_20201008_193430.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)