କୋକସରା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଅଧୀନ ଧର୍ମଗଡ଼ ରେଞ୍ଜ ଆମପାଣି ଫରେଷ୍ଟ ସେକ୍ସନ କୁଟ୍ରୁ ବିଟର ପ୍ରାୟ ୫ ଏକର ଜଙ୍ଗଲ କାଟିବା ଅଭିଯୋଗରେ ବନ ବିଭାଗ ଜଣେ ଯୁବକଙ୍କୁ ଗିରଫ କରିଛି।
ଶନିବାର ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନେତୃତ୍ୱରେ ଫରେଷ୍ଟ ଟିମ୍ ଚଢ଼ଉ କରି ନବରଙ୍ଗପୁର ଜିଲ୍ଲା ମୈଦାଲପୁର ଥାନା ଅଞ୍ଚଳର ମଙ୍ଗଟିଆ ହରିଜନ (୪୦)କୁ ଗିରଫ କରିଥିଲା। ପରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/arrest-1.jpg)