ବାରଙ୍ଗ: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ନିକଟ କାଠଯୋଡି ନଦୀରେ ଗାଧୋଇବା ବେଳେ ଆଜି ଜଣେ ଯୁବକ ଭାସିଯାଇଛନ୍ତି। ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ନାମ ରୋହିତ ଲୋହାର (୨୦) ବୋଲି ଜଣାଯାଇଛି। ରୋହିତ ଇଟାଭାଟୀ ଶ୍ରମିକ ଥିଲେ। ସୂଚନା ପାଇ ବାରଙ୍ଗ ଅଗ୍ନୀଶମ ବାହିନୀ ବୁଡାଳି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ।
କାଠଯୋଡ଼ିରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2018/09/drawn-1.jpg)