ରାୟଗଡ଼ା: ରାୟଗଡ଼ା ବିଶାଖାପାଟଣା ରେଳ ଲାଇନ୍ରେ ସୋମବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ବଡଆମଟା ରେଳ ଫାଟକ ନିକଟରେ ଏକ ଟ୍ରେନ୍ ଧକ୍କାରେ ୨୦ରୁ ଊର୍ଧ୍ୱ ଗାଈ ଗୁରୁତର ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଈ ଚରାଳି।
ଟ୍ରେନ୍ ଧକ୍କାରେ ୨୦ରୁ ଊର୍ଧ୍ୱ ଗାଈ ଗୁରୁତର
/sambad/media/post_attachments/wp-content/uploads/2019/11/.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)