ବାରିପଦା: ଗୁରୁବାର ବାରିପଦା ପାଲବଣି ଫାଟକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ ପାଲବଣି ଫାଟକ ନିକଟକରେ ଥିବା ରେଳଧାରଣ ଉପରକୁ ଟ୍ରେନ୍ ଆସୁଥିବା ସମୟରେ ହଠାତ୍ ଡେଇଁ ଆଗକୁ ପଡ଼ିଥିଲେ। ଟ୍ରେନ୍ ସହ ଧକ୍କା ଖାଇବା ଫଳରେ ତାଙ୍କ ଶରୀର ଦୁଇଖଣ୍ଡ ହୋଇଯାଇଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲା।
ଟ୍ରେନ୍ ସାମ୍ନାକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/06/images-23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)