ଚେନ୍ନାଇ: ସୁପର୍ଷ୍ଟାର କମଲ ହାସନ ଆଗାମୀ ନଭେମ୍ବର ୭ ତାରିଖ ଦିନ ନୂଆ ରାଜନୈତିକ ଦଳ ଗଠନ କରିବେ। ହାସନ ତାଙ୍କର ୬୩ତମ ଜନ୍ମ ଦିବସ ଅବସରରେ ନୂଆ ଦଳ ଗଠନ ସହିତ ରାଜନୈତିକ ଜୀବନ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଉପଲବ୍ଧ ଥିବା ରାଜନୈତିକ ଦଳଗୁଡ଼ିକ ସହ ତାଙ୍କର ନୀତି ଓ ଆଦର୍ଶର ମେଳ ଖାଉନାହିଁ। ତେଣୁ ଏକ ନୂଆ ଦଳ ଗଠନ ହିଁ ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି।
ନଭେମ୍ବର ୭ରେ ନୂଆ ଦଳ ଘୋଷଣା କରିବେ କମଲ ହାସନ
/sambad/media/post_attachments/wp-content/uploads/2017/10/629743-prakash-raj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)