ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଅାମ୍ବେଦକରଙ୍କ ଜୀବନ ଯନ୍ତ୍ରଣା ଓ ତିନି ମହିଳା

ବିଂଶ ଶତାବ୍ଦୀର ଜଣେ କ୍ରାନ୍ତିକାରୀ ବ୍ୟକ୍ତିତ୍ବ ହେଲେ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର, ଯିଏ ସାର୍ବଜନୀନ ଭାବେ ବାବାସାହେବ ନାମରେ ପରିଚିତ। ସେ ଥିଲେ ଜଣେ ସମାଜ-ବିଜ୍ଞାନୀ, ଅର୍ଥଶାସ୍ତ୍ରୀ, ଆଇନଜୀବୀ, ଶିକ୍ଷାବିତ୍ ଓ ସଂବିଧାନ ବିଶାରଦ। ସେ ମଧ୍ୟ ଥିଲେ ଜଣେ ସୁଲେଖକ, ସମାଜ ସଂସ୍କାରକ,…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ପରିଚାଳନାର ଆଧୁନିକୀକରଣ

ଜଙ୍ଗଲ ଏକ ଜୀବନ୍ତ ସତ୍ତା। ଏହା ପୃଥ‌ିବୀର ପ୍ରାରମ୍ଭିକ, ପ୍ରାଚୀନ ଓ ପ୍ରମୁଖ ସୃଷ୍ଟି। ପ୍ରାୟ ୩୮ କୋଟି ବର୍ଷ ପୂର୍ବରୁ ଏହାର ଉତ୍ପତ୍ତି; ପ୍ରକୃତି ଦ୍ବାରା ପାଳିତ ଓ ପରିବର୍ଦ୍ଧିତ ହୋଇ ଦିନେ ସମଗ୍ର ଭୂଖଣ୍ଡକୁ ଆଚ୍ଛାଦିତ କରିଥିଲା। ପ୍ରାୟ ୬୦ ଲକ୍ଷ ବର୍ଷ ତଳେ ଭୂପୃଷ୍ଠରେ ଆର୍ବିଭାବ…
ଅଧିକ ଖବର ଦେଖନ୍ତୁ...

ଖରାପ ଅଭ୍ୟାସ

ଜଣେ ଛାତ୍ର ସର୍ବଦା କ୍ଲାସ୍‌ ଆରମ୍ଭ ହେବାର ମିନିଟିଏ ବା ଦୁଇ ମିନିଟ୍‌ ଡେରିରେ ପହଞ୍ଚୁଥିଲା। ସେଥି ଲାଗି ଶ୍ରେଣୀ ଶିକ୍ଷକ ଭୀଷଣ ବିରକ୍ତ ହେଉଥିଲେ। ଦିନେ ପିଲାଟି କହିଲା- ସାର‌୍‌, ମୁଁ ତ ମାତ୍ର ମିନିଟିଏ ଡେରିରେ ପହଞ୍ଚିଲି, ଆପଣ କାହିଁକି ମୋ ଉପରେ ଏତେ ବିରକ୍ତ ହେଉଛନ୍ତି? ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ବିପରୀତ ବିବର୍ତ୍ତନ

ବାସ୍ତବତାଟି ହେଲା ସେହି ପାଶ୍ଚାତ୍ୟ ସଂସ୍କୃତି ଦ୍ବାରା ପ୍ରଭାବିତ ଓ ପରିଚାଳିତ ପୃଥିବୀରେ ଯେତେବେଳେ ନିରନ୍ତର ବିସ୍ତାର ଲାଭ କରି ଚାଲିଥିବା ମନୁଷ୍ୟର ଉପଦ୍ରବ ଭୂମି, ବାୟୁ ଓ ଜଳରେ ବଞ୍ଚି ରହିଥିବା ପ୍ରାଣୀମାନଙ୍କ ଜୀବନକୁ ଦୁର୍ବିଷହ କରି ସାରିଲାଣି, ସେତିକି ବେଳେ ବିଲୁପ୍ତିରୁ…
ଅଧିକ ଖବର ଦେଖନ୍ତୁ...

ବହୁବଚନ, ହଜି ଯାଇଛି କି ଠିକଣା

ବିଜୟ ନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀର ଏକ ଉତ୍ସବରେ ଯୋଗଦେଇ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ସଭାଗୃହରୁ ଫେରୁଥା’ନ୍ତି। ତାଙ୍କୁ ବିଦାୟ ଦେବା ପାଇଁ ତାଙ୍କ ପଛେପଛେ ଚାଲିଥା’ନ୍ତି ଅନେକ କବି ଓ ଲେଖକ। ସେମାନଙ୍କ ମଧ୍ୟରେ ଥିଲେ ହିନ୍ଦୀ ସାହିତ୍ୟର ସୁପରିଚିତ…
ଅଧିକ ଖବର ଦେଖନ୍ତୁ...

ଶାନ୍ତି ନିଦର ସଂପଦ

ମନ୍ତ୍ରୀଙ୍କଠାରୁ ଗପଟି ଶୁଣି ରାଜା ବୁଝିପାରିଲେ ନାହିଁ ଯେ କେମିତି ଜଣେ ଦରିଦ୍ର ଲୋକ, ଯିଏ କଠିନ ପରିଶ୍ରମ କଲେ କିଛି ଉପାର୍ଜନ କରେ, ଯାହାର ଖାଇବା ପିଇବା ଓ ରହିବାର ଠିକ ଠିକଣା ନାହିଁ, ନଈ କୂଳରେ ବସି ପବନ ଖାଇ ବ˚ଶୀ ବଜାଉଥିଲା ବୋଲି କେମିତି ସେ ସବୁଠାରୁ ସୁଖୀ ମଣିଷ ହେଲା? ରାଜା…
ଅଧିକ ଖବର ଦେଖନ୍ତୁ...

ବୃହସ୍ପତିଙ୍କ ସନ୍ତାନ

କେତେକ ବିଦ୍ବାନଙ୍କ ମତରେ ପାଶ୍ଚାତ୍ୟର ‘ଚାର୍ବାକ’ ରୂପେ ପରିଚିତ ଏପିକ୍ୟୁରିଅସଙ୍କ ଦର୍ଶନ ବଞ୍ଚି ରହିଲା ବୋଲି ସେଠାରେ ଶିଳ୍ପ ବିପ୍ଳବ ସମ୍ଭବ ହେଲା, ଯାହା ଉପଭୋଗବାଦୀ ସଂସ୍କୃତିର ଜନକ; ଭାରତୀୟ ପ୍ରାଚୀନ ଜ୍ଞାନ ସଂପଦ ପରିପ୍ରେକ୍ଷୀରେ ଯଦି ଚାର୍ବାକ ଏଠାରେ ବିଲୁପ୍ତ ହୋଇ ନ ଥାଆନ୍ତେ,…
ଅଧିକ ଖବର ଦେଖନ୍ତୁ...

ସାହିତ୍ୟିକ ପାଣିପାଗ: ଗାନ୍ଧୀ-ଗଙ୍ଗା, ଗୋବିନ୍ଦ-ଭଗୀରଥ!

ରାତି ପାହିଲେ ଏପ୍ରିଲ୍ ୧୩। ପ୍ରତିବର୍ଷ ପ୍ରାୟ ଏହି ତାରିଖରେ ବା ତା’ ପରଦିନ, ପାଳିତ ହୁଏ ମହାବିଷୁବ ସଂକ୍ରାନ୍ତି। ଓଡ଼ିଶାରେ ଏହି ଦିନଟିକୁ ହନୁମାନ ଜୟନ୍ତୀ ରୂପେ ବି ପାଳନ କରାଯାଏ। ପ୍ରାୟ ସମସ୍ତେ ଏହାକୁ ଓଡ଼ିଆ ନବବର୍ଷ ଭାବରେ ବି ପାଳନ କରନ୍ତି। କାରଣ, ଏହା ବୈଶାଖ ସଂକ୍ରାନ୍ତି।…
ଅଧିକ ଖବର ଦେଖନ୍ତୁ...

ଜଳିବାର ତତ୍ତ୍ବ

ଜ‌େଣ ଅତି ପରୋପକାରୀ ବ୍ୟକ୍ତି ଥିଲେ। ଅନ୍ୟମାନଙ୍କ ଲାଗି ସେ ବହୁତ କିଛି କରୁଥିଲେ। କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ଦୟନୀୟ ଥିଲା। ଢୋକେ ପିଇ ଦଣ୍ତେ ଜିଇବା ଭଳି ଅବସ୍ଥା। ଏ କଥା ଦେଖି ଜଣେ ବ୍ୟକ୍ତି ତାଙ୍କୁ ପଚାରିଲେ- ଆପଣ ଏତେ କଷ୍ଟ ସହି ପରୋପକାର କରୁଛନ୍ତି। ଭଗବାନଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ‘ପ୍ରୋଟିନ୍ ସପ୍ଲିମେଣ୍ଟ’ର ଶୁଦ୍ଧତା

ଭାରତୀୟ ବଜାରରେ ବିକ୍ରି ହେଉଥିବା ୨୬ଟି ସବୁଠାରୁ ଲୋକପ୍ରିୟ ପ୍ରୋଟିନ୍ ପାଉଡର୍‌ର ପରୀକ୍ଷା ଓ ବିଶ୍ଳେଷଣ ନେଇ ‘ମେଡିସିନ୍’ ଜର୍ନାଲ୍‌ରେ ନିକଟରେ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ସୁନ୍ଦର ଓ ବପୁବନ୍ତ ଶରୀର ଗଢ଼ିବା ପାଇଁ ବଡି ବିଲ୍‌ଡର୍‌ମାନେ ପ୍ରୋଟିନ୍ ପାଉଡର୍‌ ଖାଇଥାନ୍ତି।…
ଅଧିକ ଖବର ଦେଖନ୍ତୁ...