ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଭିକ୍ଷୁକ, ବ୍ରାହ୍ମଣ ଓ ସାଧୁ

ଜଣେ ଭିକାରି ଥିଲା। ତା’ ପାଖରେ ଭଗବାନଙ୍କର ଗୋଟିଏ ଛୋଟ ମୂର୍ତ୍ତି ଥିଲା। ସେଇ ମୂର୍ତ୍ତିକୁ ସେ ନିଜ ଅଣ୍ଟାରେ ଖୋସି ବୁଲୁଥିଲା। କେବେ ବି ପୂଜା କରୁ ନ ଥିଲା। ତେବେ ଖାଇବା ପୂର୍ବରୁ ଅଳ୍ପ କିଛି ତାଙ୍କ ସାମନାରେ ଥୋଇ ‘ଆପଣ ଖାଆନ୍ତୁ’ ବୋଲି କହି ନିଜେ ଖାଉଥିଲା। ଶୋଇବା ବେଳେ ପାଖରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ହସ୍ତୀ ଦିବସ ଆଜି: ହାତୀଙ୍କୁ ବଞ୍ଚାଇବା ମୁଖ୍ୟ ଲକ୍ଷ୍ୟ

ଆଜି ବିଶ୍ବ ହସ୍ତୀ ଦିବସ। ହାତୀମାନେ ବାସସ୍ଥାନ ହ୍ରାସ, ଦାନ୍ତ ପାଇଁ ଶିକାର ଓ ହାତୀ-ମଣିଷ ଲଢ଼େଇ ପରି ଅନେକ ସମସ୍ୟାର ସାମନା କରୁଛନ୍ତି। ସେ ବାବଦରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସୁରକ୍ଷା ତଥା ସଂରକ୍ଷଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ। ୨୦୧୨ ଅଗଷ୍ଟ ୧୨ ତାରିଖରେ…
ଅଧିକ ଖବର ଦେଖନ୍ତୁ...

‘ବେସିକ୍‌ ଷ୍ଟ୍ରକ୍‌ଚର୍‌’

‘ବେସିକ୍‌ ଷ୍ଟ୍ରକ୍‌ଚର୍‌’ର ଯଥାର୍ଥତା ନେଇ ବିତର୍କ ହୁଏତ ଆଗକୁ ଚାଲିପାରେ। କିନ୍ତୁ ମୂଳ କଥା ହେଲା ‘ବିଧାୟିକା’ ଓ ‘ନ୍ୟାୟପାଳିକା’ ମଧ୍ୟରେ ଚାଲିଥିବା କ୍ଷମତା-ଅଧିକାରର ପ୍ରତିଦ୍ବନ୍ଦ୍ବିତା ଅନେକ ବିଜ୍ଞଙ୍କ ବିଚାର ବିଭ୍ରାଟ ଘଟାଉଛି; ଯାହା ଏହି ପ୍ରତିଦ୍ବନ୍ଦ୍ବିତାକୁ ସଂକୀର୍ଣ୍ଣ ଏବଂ…
ଅଧିକ ଖବର ଦେଖନ୍ତୁ...

ନୁହ ହିଂସାର ପାଞ୍ଚଟି ଅର୍ଦ୍ଧସତ୍ୟ

‘ଧାର୍ମିକ ଶୋଭାଯାତ୍ରାରେ ସାମିଲ ହୋଇଥିବା ହିନ୍ଦୁ ଶ୍ରଦ୍ଧାଳୁମାନଙ୍କ ଉପରେ ମୁସଲିମ୍‌ ଦଙ୍ଗାକାରୀଙ୍କ ଦ୍ବାରା ସୁନିୟୋଜିତ ଆକ୍ରମଣ... ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ବେଳେ ପୁଲିସ ଅସହାୟ’। ଜୁଲାଇ ୩୧ ତାରିଖ ସନ୍ଧ୍ୟାରେ ନୁହ ବାବଦରେ ଏଭଳି ଖବର ଦେଖି ମୋ’ ଚିନ୍ତା ବଢ଼ିଯାଇଥିଲା। ବିଗତ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ଦୃଷ୍ଟି: ଖାଲି ମନ ସଇତାନର ଘର

୧୯୪୭ ମସିହା ଜାନୁଆରି ମାସ ୩୧ ତାରିଖ। ଗାନ୍ଧୀଜୀ ସେଦିନ ନୋଆଖାଲିର ‘ନବଗ୍ରାମ’ ନାମକ ଏକ ଦଙ୍ଗା ପ୍ରପୀଡ଼ିତ ଗାଁରେ ରହୁଥିଲେ। ସନ୍ଧ୍ୟାରେ ମହିଳାମାନଙ୍କ ପ୍ରାର୍ଥନା ସଭାଟିଏ ଅନୁଷ୍ଠିତ ହୋଇଥିଲା। ରାମଧୁନ୍ ଗାନ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିଲା। ଜଣେ ମହିଳା ଗାନ୍ଧୀଙ୍କୁ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ଏକ ‌କଥୋପକଥନ

ଜଣେ ଦରିଦ୍ର ଶଯ୍ୟଶାୟୀ ରୋଗୀ ଡାକ୍ତରଙ୍କୁ କହିଲା- ଆଜ୍ଞା, ଆପଣ ଦିନ ରାତି ଭୁଲି ନିଜ ସୁଖ ସ୍ବାଚ୍ଛନ୍ଦ୍ୟକୁ ପଛରେ ପକାଇ କାହିଁକି ରୋଗୀ ସେବା କରୁଛନ୍ତି। ତାହା ପୁଣି ଦରିଦ୍ର ରୋଗୀଙ୍କର ସେବା, ଯେଉଁମାନଙ୍କ ଠାରୁ କିଛି ମିଳିବାର ନ ଥାଏ। ଡାକ୍ତର ହସିଲେ ଓ କହିଲେ- କିଛି ମିଳେନାହିଁ…
ଅଧିକ ଖବର ଦେଖନ୍ତୁ...

ଅନାସ୍ଥାରେ ଆସ୍ଥା!

କିନ୍ତୁ, ବିଡ଼ମ୍ବନା ‌େହଲା, ୨୦୧୯ ମସିହା ନିର୍ବାଚନରେ ବିଜେପି ଲୋକସଭାରେ ୩୦୩ଟି ଆସନ ସହିତ ବିପୁଳ ବିଜୟ ଲାଭ କରିବା ପରେ ‘ୟୁପିଏ’ ସହସା ନିଷ୍ପ୍ରଭ ହୋଇଯାଇଥିଲା, ସତେ ଯେମିତି ପରାଜୟର ପରାଭବ ତାକୁ ନତଜାନୁ କରି ପକାଇଥିଲା। ଆଶା କରିବା ଯେ ନିର୍ବାଚନ ପୂର୍ବରୁ ଉଚ୍ଚାଟ ସୃଷ୍ଟି କରୁଥିବା…
ଅଧିକ ଖବର ଦେଖନ୍ତୁ...

ସରସ ରସ: ଘୃଣାର ଅନ୍ତର୍ନିହିତ ସତ୍ୟ

ସେଦିନ ହୃଦୟର ବାଲକୋନିରେ ବସି ପ୍ରେମ ଓ ଘୃଣା କଥା ହେଉଥିଲେ। ଘୃଣା ପ୍ରେମକୁ କହିଲା, ସାରା ପୃଥିବୀବାସୀ ତୁମକୁ ଚାହିଁଲେ କ’ଣ ହେଲା, ପୃଥିବୀଟା ତ ମୋ ଅକ୍ତିଆରରେ। ତୁମେ ଯେଉଁଠିକି ଯିବ, ସେଠାରେ ମତେ ପାଇବ। ତୁମର ଆବାହନ ପାଇଁ ଶହେ ଶବ୍ଦ ଦରକାର, ମୁଁ ତ କେବଳ ଗୋଟିଏ ଡାକରାରେ ହାଜର…
ଅଧିକ ଖବର ଦେଖନ୍ତୁ...

ଅତୁଳନୀୟ ରବର

ଦିନେ ପୁଅ ବାପାଙ୍କୁ ପଚାରିଲା- ଆପଣ କେମିତି ଏତେ ଶାନ୍ତିରେ ଥାଆନ୍ତି? ଆପଣଙ୍କ ମୁହଁରୁ କେବେ ହେଲେ ହସ ଲିଭେନାହିଁ। ଆପଣ ସମସ୍ତଙ୍କୁ ଅନାବିଳ ଭାବେ ସ୍ନେହ କରିପାରନ୍ତି, ଘୃଣାର ଲେଶ ମାତ୍ର ଚିହ୍ନ ଆପଣଙ୍କ ଠାରେ ନ ଥାଏ? ବାପା କହିଲେ- ମୋ ପାଖରେ ଏମିତି ଜିନିଷ ଅଛି ଯେଉଁଥିରେ ମୁଁ ବହୁତ…
ଅଧିକ ଖବର ଦେଖନ୍ତୁ...

ଭାରତ ଆସ

ସେସବୁ ଦେଶମାନଙ୍କର କିନ୍ତୁ ଏକ ବିରାଟ ଦୁର୍ବଳତା ରହିଛି- ସେମାନେ କେହି ଭାରତ ଭଳି ଏକ ବିଶାଳ ବଜାରର ଅଧିକାରୀ ନୁହନ୍ତି। କମ୍ପାନିମାନେ ଯେଉଁ ଦେଶରେ ବି ସେମାନଙ୍କର ଲ୍ୟାପ୍‌ଟପ୍‌ ବା ଟାବ୍‌ଲେଟ୍‌ ତିଆରି କରନ୍ତୁ, ଉତ୍ପାଦନର ଏକ ବିଶେଷ ଅଂଶ ସେମାନଙ୍କୁ ବିକ୍ରି କରିବାକୁ ହେବ ଭାରତରେ।…
ଅଧିକ ଖବର ଦେଖନ୍ତୁ...