ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ବିବେକାନନ୍ଦଙ୍କ ଅନୁଭବ

ରାମକୃଷ୍ଣ ପରମହ˚ସଙ୍କ ପାଖରେ ପହଞ୍ଚି ବିବେକାନନ୍ଦ ପଚାରିଲେ- ଈଶ୍ବର ଅଛନ୍ତି ବୋଲି କି ତର୍କ ଅଛି? ସେ ଏହି ପ୍ରଶ୍ନ ସବୁ ଆସ୍ତିକଙ୍କୁ ପଚାରୁଥିଲେ ଓ ତର୍କରେ ସେମାନଙ୍କୁ ପରାସ୍ତ କରୁଥିଲେ। ବିବେକାନନ୍ଦଙ୍କ ପ୍ରଶ୍ନ ଶୁଣି ରାମକୃଷ୍ଣ ପାଲଟା ପ୍ରଶ୍ନ କଲେ- ତୁ ଈଶ୍ବରଙ୍କୁ ଦେଖିବୁ? ଚିନ୍ତା…
ଅଧିକ ଖବର ଦେଖନ୍ତୁ...

ବେଟୀ ବଚାଓ

ଭାରତରେ ଜନ୍ମ ସମୟର ଲିଙ୍ଗାନୁପାତ ଚିତ୍ରରେ ଏପରି ଚିନ୍ତାଜନକ ଅବନତି ଦେଖା ଦେଇଥିବା ବେଳେ, ସମୟ ପଛୁଆ ଚାଲିଥିବା ଭଳି ଏଠାରେ କନ୍ୟା-ବିଦ୍ବେଷର ଆଉ ଏକ ଏପରି ବର୍ବର ପରିପ୍ରକାଶ ଏବେ ବି ଘଟିବା ଦେଖାଯାଇଛି, ଯାହା ଏକ ଧାରଣା ସୃଷ୍ଟି କରିଥାଏ ଯେ ଆମେ ବୋଧହୁଏ ଏକବିଂଶ ଶତାବ୍ଦୀରେ ନୁହେଁ,…
ଅଧିକ ଖବର ଦେଖନ୍ତୁ...

ଲେଖକ, ପାଠକ ଓ ପ୍ରକାଶକ

ଲେଖକମାନେ ସମାଜର ଗୋଟିଏ ସମ୍ମାନାସ୍ପଦ ଶ୍ରେଣୀ। ଲେଖକ ଗୋଷ୍ଠୀରେ କବି, ପ୍ରାବନ୍ଧିକ, ଔପନ୍ୟାସିକ, ଗାଳ୍ପିକ, ଶିଶୁ ସାହିତ୍ୟିକ, ବ୍ୟଙ୍ଗ ଲେଖକ ଇତ୍ୟାଦି ଅନେକ ପ୍ରକାର ଭେଦ ରହିଛି। ଲେଖକମାନଙ୍କ ମଧ୍ୟରେ କବିମାନେ ଅଗ୍ରଗଣ୍ୟ, ଯେଉଁମାନେ ଛନ୍ଦ କବିତା ରଚନା କରୁଛନ୍ତି, ସେମାନଙ୍କୁ ପିଢ଼ି…
ଅଧିକ ଖବର ଦେଖନ୍ତୁ...

ମନ ପରିଭାଷା: ମାଆର ମଦ୍ୟପାନ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ

ମନୁଷ୍ୟ ମଦ୍ୟ ପାନ କରେ କାହିଁକି? ଅନେକ କହନ୍ତି ଯେ ମଦର ନିଶା ଏଭଳି ମାଦକତା ବା ଏକ ପ୍ରକାର ସୁଖାନୁଭୂତି ସୃଷ୍ଟି କରେ ଯେ ନିଶାଗ୍ରସ୍ତ ଲୋକେ ମଦ୍ୟ ପାନ କରିବା ଲାଗି କେବଳ ବାହାନା ଖୋଜନ୍ତି; ଯେମିତି କି ମଉଜ କରିବାକୁ ହେଲେ ମଦ ବିନା କୌଣସି ସର୍ତ୍ତରେ ଉପସ୍ଥିତ ହୁଏ ଏବଂ ଦୁଃଖ ପଡ଼ିଲେ…
ଅଧିକ ଖବର ଦେଖନ୍ତୁ...

କାହାକୁ ଭୟ କରିବ

ଜଣେ ବଣିକ ଦୂର ସ୍ଥାନକୁ ବେପାର କରିବାକୁ ଯାଉଥିଲେ। ତାଙ୍କ ସାଙ୍ଗରେ ଦଳେ ପରିଚାରକ ବି ଯାଉଥିଲେ। ଥରେ ସେମାନଙ୍କ ଭିତରୁ କିଛି ମନ୍ତ୍ରଣା କଲେ ଯେ ବାଟରେ ବଣିକ ଶୋଇଥିବା ବେଳେ ତାଙ୍କ ପାଖରୁ ସବୁ ଟଙ୍କା ପଇସା ନେଇ ପଳାଇଯିବେ। ସେମାନେ ସୁଯୋଗକୁ ଅପେକ୍ଷା କରି ରହିଲେ। ସୁଯୋଗ ଆସିଗଲା।…
ଅଧିକ ଖବର ଦେଖନ୍ତୁ...

ଚାଉଳ ଚିନ୍ତା

ତେବେ ଘରୋଇ ପରିସ୍ଥିତିର ଚାପ ସତ୍ତ୍ବେ ଭାରତ ମଧ୍ୟ ବିଶ୍ବ କୁଟୁମ୍ବଙ୍କ ସମ୍ଭାବ୍ୟ ସଙ୍କଟ ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇନାହିଁ। ବଜାର ଭିତ୍ତିକ ରପ୍ତାନି ନିଷିଦ୍ଧ କରିବା ସଙ୍ଗେ ସଙ୍ଗେ ଭାରତ ମଧ୍ୟ ଆଶ୍ବାସନା ଦେଇଛି ଯେ ଯେଉଁ ଦେଶ ନିଜର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଅନ୍ଧ ରାଜ୍ୟକୁ ଗଲି ଦର୍ପଣ ବିକି

ଅନେକ ବର୍ଷ ଓଡ଼ିଶା ବାହାରେ ରହିବା ପରେ ଚାକିରିରୁ ଅବସର ନେଇ ଓଡ଼ିଶା ଫେରିଲି। ଅବସର ବିନୋଦନ ନିମନ୍ତେ କିଛି ପୁରୁଣା ସମ୍ବାଦପତ୍ର ନେଇ ଆମୂଳଚୂଳ ଅଧ୍ୟୟନ କରିଗଲି। ଏପରିକି ମୁଦ୍ରାକର ନାମ, ଠିକଣା, ଶ୍ରାଦ୍ଧବାର୍ଷିକ, ଶ୍ରଦ୍ଧାଞ୍ଜଳି, ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ବନ୍ଧୀୟ ସୂଚନା ଦୈନିକ…
ଅଧିକ ଖବର ଦେଖନ୍ତୁ...

ମୁକୁଟର ମଣି

ଲୁଣ୍ଠନ, ଅବୈଧ ବିକ୍ରୟ ଏବଂ ଚୋରା ଚାଲାଣ ଆଦି ଦ୍ବାରା ଦେଶାନ୍ତର ହୋଇଥିବା ଅତ୍ୟନ୍ତ ମୂଲ୍ୟବାନ ଓ ଦୁର୍ଲଭ ଐତିହ୍ୟ ସଂପଦମାନର ସ୍ବଦେଶ ପ୍ରତ୍ୟାବର୍ତ୍ତନ ସକାଶେ ଗଲା ସପ୍ତାହରେ ପାର୍ଲାମେଣ୍ଟରେ ଉପସ୍ଥାପିତ ‘ସଂସଦୀୟ ଷ୍ଟାଣ୍ଡିଂ କମିଟି’ର ଏକ ଦୀର୍ଘ ରିପୋର୍ଟରେ କରାଯାଇଥିବା ସୁପାରିସ ପରେ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟଫୋନ୍‌ ଓ ଶୈଶବ

କିଛି ଦିନ ତଳେ ଡିଏଭି ବିଦ୍ୟାଳୟ ସମୂହ, ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଚନ୍ଦ୍ର ଶତପଥୀ ଯେଉଁ କଥାଟି କହିଥିଲେ ଏବେ ‘ୟୁନେସ୍କୋ’ ସେହି କଥା ପରାମର୍ଶ ଦେଇଥିବା ନିଶ୍ଚୟ ତାତ୍ପର୍ଯ୍ୟର ବିଷୟ। ‘ୟୁନେସ୍କୋ’ (ୟୁନାଇଟେଡ୍‌ ନେସନ୍‌ସ ଏଜୁକେସନାଲ, ସାଇଣ୍ଟିଫିକ ଆଣ୍ଡ କଲ୍‌ଚରାଲ…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ଭାରତୀୟ ସାମ୍ବାଦିକ

୨୦୬ ଜଣ ସାମ୍ବାଦିକଙ୍କୁ ନେଇ ‘ଲୋକନୀତି-ସିଏସ୍‌ଡିଏସ୍‌’ ସଂସ୍ଥା ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣ ରିପୋର୍ଟ ନିକଟରେ ପ୍ରକାଶ ପାଇଛି। ‘ମିଡିଆ ଇନ୍ ଇଣ୍ଡିଆ: ଟ୍ରେଣ୍ଡ୍‌ସ ଆଣ୍ଡ୍ ପାଟର୍ନସ୍‌’ ଶୀର୍ଷକ ଏହି ରିପୋର୍ଟରେ ଦେଶର ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାମାନଙ୍କର ଏକ…
ଅଧିକ ଖବର ଦେଖନ୍ତୁ...