ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ୨୦୨୨

ଅଖିଳେଶଙ୍କ ପରିବାରରେ ଫାଟ: ବିଜେପିରେ ସାମିଲ ହୋଇପାରନ୍ତି ମୁଲାୟମଙ୍କ ବୋହୂ ଅପର୍ଣ୍ଣା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ସରଗରମ ପ୍ରଚାର ଭିତରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ସାମିଲ ହେବା ଚର୍ଚ୍ଚା ଜୋର୍‌ ଧରିଛି। ନିର୍ବାଚନ ପୂର୍ବରୁ ମୁଲାୟମଙ୍କ ପରିବାରରେ ବଡ଼ ଫାଟ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଆସନ ବଣ୍ଟାକୁ ନେଇ ବିଜେପିର ମନ୍ଥନ, ଆଜି ଦିଲ୍ଲୀ ଯିବେ ଯୋଗୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିଜେପିର ପ୍ରସ୍ତୁତି ଶେଷ ହୋଇଛି। ୧୦୭ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ବାକି ୨୯୬ ଆସନ ପାଇଁ ଖୁବ୍‌ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ବ୍ଲକ୍: ପ୍ରାର୍ଥୀ ଚୟନକୁ ନେଇ ଛିଣ୍ଡୁନି ଅଙ୍କ, ଦଳୀୟ ସମର୍ଥନରେ ଲଢ଼ିବାକୁ ଆଶାୟୀ ପ୍ରବଳ

ଭଞ୍ଜନଗର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଭଞ୍ଜନଗର ବ୍ଲକ୍‌ର ବିଭିନ୍ନ ଗାଁରେ ରାଜନୈତିକ ପାଣିପାଗ ଚଳଚଞ୍ଚଳ ହୋଇ ଉଠିଥିବା ସହ ପ୍ରାଶାସନିକସ୍ତରରେ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। କିନ୍ତୁ ନାମାଙ୍କନ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ: ଗୋଟିଏ ପର୍ଯ୍ୟାୟ ମତଦାନ ତାରିଖ ବଦଳାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ କଂଗ୍ରେସ ଓ ବିଜେପି

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କ ପରେ ବିଜେପି ବି ନିର୍ବାଚନ ଆୟୋଗଙ୍କ ପାଖରେ ସମାନ ଦାବି ଉଠାଇଛି । ଉଭୟ ବିଜେପି ଓ କଂଗ୍ରେସ ଗୁରୁ ରବିଦାସ ଜୟନ୍ତୀକୁ ନଜରରେ ରଖି ଫେବ୍ରୁଆରି ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବରେ ବିଧାନସଭା ନିର୍ବାଚନକୁ ଏକ ସପ୍ତାହ ସ୍ଥଗିତ ରଖିବାକୁ ବିଜେପିର ଦାବି

ଅମୃତସର: ପଞ୍ଜାବରେ ରାଜ୍ୟରେ ବିଧାନସଭା ନିର୍ବାଚନକୁ ପ୍ରାୟ ଏକ ସପ୍ତାହ ସ୍ଥଗିତ ରଖିବାକୁ କେତେକ ଦଳ ଦାବି କରୁଛନ୍ତି। ଫେବ୍ରୁଆରି ୧୪ ତାରିଖରେ ପଞ୍ଜାବରେ ମତଦାନ ଅନୁଷ୍ଠିତ ହେବ ଏବଂ ସେହି ସମୟ ମଧ୍ୟରେ ରାଜ୍ୟର ପ୍ରାୟ ୨୦ ଲକ୍ଷ ଭୋଟର ରବିଦାସ ଜୟନ୍ତୀ ହେତୁ ବାରାଣାସୀକୁ ଯିବେ। ପଞ୍ଜାବରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପ୍ରଚାର ବେଳେ କୋଭିଡ ନିୟମ ଉଲ୍ଲଂଘନ କରି ଫଶିଗଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ; ମାମଲା ରୁଜ୍ଜୁ

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ନୋଏଡାରେ କଂଗ୍ରେସ ଦଳ ପାଇଁ ପ୍ରଚାର କରୁଥିବା ବେଳେ କୋଭିଡ୍‌ ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରିଥିବାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ଅନ୍ୟ କେତେକଙ୍କ ବିରୋଧରେ ରବିବାର ପୁଲିସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ୧୫ଟି ଆସନରେ ପ୍ରାର୍ଥୀ ଦେବ ବିଜେପିର ସହଯୋଗୀ ନିଶାଦ ପାର୍ଟି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିର ସହଯୋଗୀ ନିଶାଦ ପାର୍ଟି ଏଥର ୧୫ଟି ଆସନରେ ପ୍ରାର୍ଥୀ ଦେବ। ନିଶାଦ ପାର୍ଟି ୧୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ପାର୍ଟି ସଭାପତି ସଞ୍ଜୟ ନିଶାଦ ନିଜେ ସୂଚନା ଦେଇଛନ୍ତି। ରବିବାର ସଞ୍ଜୟ ନିଶାଦ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ୟୁପି ନିର୍ବାଚନ: ଆରଏଲଡି-ଏସପିକୁ ସମର୍ଥନ ଜଣାଇଲେ ବିକେୟୁ ମୁଖ୍ୟ ଟିକାୟତ

ଲକ୍ଷ୍ନୌ: ଭାରତୀୟ କିଷାନ ୟୁନିୟନ (ବିକେୟୁ) ରାଷ୍ଟ୍ରୀୟ ସଭାପତି ନରେଶ ଟିକାୟତ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି-ଆରଏଲଡି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବେ ବୋଲି ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଏବଂ ସମାଜବାଦୀ ପାର୍ଟି (ଏସପି)ର ମିଳିତ ମଞ୍ଚ ଶନିବାର…
ଅଧିକ ଖବର ଦେଖନ୍ତୁ...

ସମାଜବାଦୀ ପାର୍ଟିକୁ ଝଟକା: ବିଜେପିରେ ଯୋଗ ଦେଲେ ଦୁଇ ବିଧାନ ପରିଷଦ ସଦସ୍ୟ ଓ ପୂର୍ବତନ ବିଧାୟକ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହାଭିତରେ ନେତାଙ୍କ ଦଳବଦଳ ଖେଳ ଚାଲିଛି। ଅନେକ ନେତା ବିଜେପି ଛାଡ଼ିଛନ୍ତି ଏବଂ କେତେକ ଏସପି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଏସପି ଏବଂ କଂଗ୍ରେସ ନେତାମାନେ ମଧ୍ୟ ଦଳବଦଳ…
ଅଧିକ ଖବର ଦେଖନ୍ତୁ...

ଶିବସେନା, ଏନସିପି ମେଣ୍ଟକରି ଲଢ଼ିବେ ଗୋଆ ବିଧାନସଭା ନିର୍ବାଚନ

ମୁମ୍ବାଇ: ଶିବସେନା ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ମେଣ୍ଟ କରି ମିଳିତ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ରବିବାର ଦିନ କହିଛନ୍ତି। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଶିବସେନା ନେତା…
ଅଧିକ ଖବର ଦେଖନ୍ତୁ...