ଅନୁସନ୍ଧାନ କରୁଥିବା ବର୍ଗ
ପଞ୍ଚାୟତ-ପୌର ନିର୍ବାଚନ
କାଲି ଡେପୁଟି ମେୟର୍ ନିର୍ବାଚନ: ଚକ୍ମା ଦେବେ ନବୀନ
ଭୁବନେଶ୍ବର: ଆଉ ଦିନକ ପରେ ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ। ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବିଜେଡି ହାତକୁ ଏହି ପଦବି ଯିବା ସ୍ପଷ୍ଟ ହୋଇଛି। କିନ୍ତୁ କିଏ ବିଜେଡିର ପ୍ରାର୍ଥୀ ହେବ, ସେହି ରହସ୍ୟ ଉପରୁ ଏ ଯାଏ ପରଦା ଉଠୁନି। ଆଶାୟୀମାନେ ଲବି ଜୋର୍ଦାର କରିଥିଲେ ବି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୌର ପରିଷଦ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ କବିତା ମାହୁନ୍ତ
ମାଲକାନଗିରି: ଆଜି ଥିଲା ମାଲକାନଗିରି ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ। ଏହି ନିର୍ବାଚନରେ ବିଜେଡିର କବିତା ମାହୁନ୍ତ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେଡିର ସୁପ୍ରିମୋ ନବୀନ ପଟନାୟକ ପୌର ପରିଷଦ ଉପାଧ୍ୟକ୍ଷ ପଦବୀ ପାଇଁ କବିତାଙ୍କ ନାମରେ ବନ୍ ଲଫାପା ବିଜେଡିର ବରିଷ୍ଠ ସାଧାରଣ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଗଞ୍ଜାମରେ ବିଜେଡିର ୧୪ ଉପାଧ୍ୟକ୍ଷ, ବିଜେପିରୁ ୨, କଂଗ୍ରେସ ଗୋଟିଏ
ବ୍ରହ୍ମପୁର : ପୌର ଉପାଧ୍ୟକ୍ଷ ନିର୍ବାଚନ ଆଜି ଶେଷ ହୋଇଛି। ଗଞ୍ଜାମ ଜିଲ୍ଲାର ୧୭ଟି ପୌରାଞ୍ଚଳ ମଧ୍ୟରୁ ବିଜେଡି ୧୪ ଉପାଧ୍ୟକ୍ଷ ଆସନ ଦଖଲ କରିଛି। ପୂର୍ବ ଆକଳନ ଅନୁସାରେ, କବିସୂର୍ଯ୍ୟନଗର ଓ ଛତ୍ରପୁର ନିର୍ବାଚନମଣ୍ଡଳୀରୁ ବିଜେପି ଦୁଇଟି ଏନ୍ଏସି ଉପାଧ୍ୟକ୍ଷ ଆସନ କବ୍ଜା କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୌର ଉପାଧ୍ୟକ୍ଷ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ଶୌର୍ଯ୍ୟ ରଞ୍ଜନ ମହାନ୍ତି
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପୌର ପରିଷଦର ଉପାଧ୍ୟକ୍ଷ ନିର୍ବାଚନରେ ୧୨ ନମ୍ବର ୱାର୍ଡ଼ର ବିଜେଡି କାଉନସିଲର ଶୌର୍ଯ୍ୟ ରଂଜନ ମହାନ୍ତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ପୌର ନିର୍ବାଚନରେ ଶୌର୍ଯ୍ୟ ରଂଜନ ୬୯୩ଟି ଭୋଟ ପାଇ ପ୍ରତିପକ୍ଷ ବିଜେପି ପ୍ରାର୍ଥୀଙ୍କୁ ୧୮୧ଟି ଭୋଟରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଗଲା ଗୁଣପୁର ପୌର ପରିଷଦ ଅଧ୍ୟକ୍ଷ ପରେ ଉପାଧ୍ୟକ୍ଷ ପଦବିରେ ସାନଙ୍କ ବାଜିମାତ୍
ରାୟଗଡ଼ା: ବିଜେଡି ହାତରୁ ଖସିଲା ଗୁଣପୁର ପୌର ପରିଷଦ। ଅଧ୍ୟକ୍ଷ ପରେ ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବାଜିମାତ୍ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ। ଗୁଣପୁର ପୌର ପରିଷଦ ସ୍ବାଧୀନ ପ୍ରାର୍ଥୀଙ୍କ କବଜାକୁ ଯାଇଥିବା ବେଳେ ରାୟଗଡ଼ା ପୌର ପରିଷଦ ଓ ଗୁଡାରି ଏନଏସିକୁ ନିଜ କବଜାରେ ରଖିବାରେ ସକ୍ଷମ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୌର ନିର୍ବାଚନ: ବ୍ରଜରାଜନଗରରେ ଗୋପାଳ ସିତାନୀ ଉପାଧ୍ୟକ୍ଷ, ବେଲପାହାଡ଼ରେ ରୀନା ସୁନା ଉପାଧ୍ୟକ୍ଷା
ବ୍ରଜରାଜନଗର/ବେଲପାହାଡ଼: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନଗରପାଳ ନେଇ କିଛିଦିନ ଧରି ଚାଲିଥିବା ସମସ୍ତ କଳ୍ପନାର ଅନ୍ତ ଘଟିଛି। ବିଜୁ ଜନତା ଦଳର ବରିଷ୍ଠ ସ୍ଥାନୀୟ କର୍ମୀ ଗୋପାଳ ସିତାନୀଙ୍କ ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୋହର ବାଜିଛି। ଅାଜି ସକାଳ ୧୦ ଟାରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦିନକ ପରେ ପୌର ଉପାଧ୍ୟକ୍ଷ ନିର୍ବାଚନ: ରାୟଗଡ଼ା, ଗୁଡାରିରେ ସସପେନ୍ସ ଜାରି
ରାୟଗଡ଼ା: ଦିନକ ପରେ ପୌର ପରିଷଦ ଉପାଧ୍ୟକ୍ଷ ପଦବି ପାଇଁ ହେବ ନିର୍ବାଚନ। ଉପାଧ୍ୟକ୍ଷ ପଦବି ଲାଗି ବହୁ ଆଶାୟୀ ଲବିରେ ଅଛନ୍ତି। ତେବେ ବିଜେଡିର ତୁଙ୍ଗ ନେତା କାହା ନାମକୁ ସୁପାରିଶ କରୁଛନ୍ତି ତାକୁ ନେଇ ରାୟଗଡ଼ା, ଗୁଡାରିରେ ସସପେନ୍ସ ଜାରି ରହିଛି। ଗୁଣପୁର ପୌର ପରିଷଦକୁ ସ୍ବାଧୀନ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ରାଜଗାଙ୍ଗପୁର, ବୀରମିତ୍ରପୁରରେ ବିଜେଡିର ଭିନ୍ନ ଚିତ୍ର
ସୁନ୍ଦରଗଡ଼: ସରିଛି ପୌର ନିର୍ବାଚନ। ସୁନ୍ଦରଗଡ଼ରେ ବିଜେଡି ହାତରୁ ପୌରାଧ୍ୟକ୍ଷ ଆସନ ବିଜେପି ଛଡ଼ାଇ ନେଇଥିବା ବେଳେ ବୀରମିତ୍ରପୁର ଓ ରାଜଗାଙ୍ଗପୁରରେ ବିଜେଡି ବାଜି ମାରିଛି। ଏବେ ସମସ୍ତଙ୍କ ନଜର ଉପାଧ୍ୟକ୍ଷ ଆସନ ଉପରେ। ତେବେ ୨୦୧୯ ସାଧାରଣ ନିର୍ବାଚନରେ ପୌରାଞ୍ଚଳରେ ଦଳୀୟ ସାଂସଦ ଓ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୬ ସ୍ବାଧୀନଙ୍କ ମଧ୍ୟରୁ ୪ ଚାଲିଯିବେ ବିଜେଡିକୁ!
କଟକ: କଟକ ପୌର ନିଗମ ନିର୍ବାଚନରେ ୬ ଜଣ ସ୍ବାଧୀନ କର୍ପୋରେଟର ବିଜୟୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ନମ୍ବର ୱାର୍ଡର କର୍ପୋରେଟର ପ୍ରିୟମ୍ବଦା ସ୍ବାଇଁ ବିଜେଡିରେ ସାମିଲ ହୋଇ ସାରିଥିବା ବେଳେ ୩୧ ନମ୍ବର ୱାର୍ଡ କର୍ପୋରେଟର ପଦ୍ମିନୀ ସାହୁ ବିଜେଡିରେ ସାମିଲ ହେବେ ବୋଲି ଘୋଷଣା କରି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ରେଢ଼ାଖୋଲ ଏନ୍ଏସି ନିବାର୍ଚନରେ ବିଜେପିର ଉତ୍ଥାନ
ରେଢ଼ାଖୋଲ: ରେଢ଼ାଖୋଲ ଏନ୍ଏସି ନିର୍ବାଚନରେ ଚଳିତ ଥର ବିଜେପିର ଉତ୍ଥାନ ଦେଖିବାକୁ ମିଳିଥିବା ଥିବା ବେଳେ ବିଜେଡିର ଅନ୍ତର୍ଦ୍ବନ୍ଦ୍ବ ପଦାରେ ପଡିଛି। ଦଳୀୟ ଗୋଷ୍ଠୀ କନ୍ଦଳ ସାଙ୍ଗକୁ ଅନ୍ତର୍ଦ୍ବନ୍ଦ୍ବ ଯୋଗୁଁ ଚଳିତ ନିର୍ବାଚନରେ ବିଜେଡି ଅଧ୍ୟକ୍ଷ୍ୟ ପ୍ରାଥୀଙ୍କ ସମେତ ୬ ଜଣ ୱାର୍ଡ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...