ଅନୁସନ୍ଧାନ କରୁଥିବା ବର୍ଗ

ପଞ୍ଚାୟତ-ପୌର ନିର୍ବାଚନ

ରେଢ଼ାଖୋଲ ଏନ୍‌ଏସି ନିବାର୍ଚନରେ  ବିଜେପିର ଉତ୍‌ଥାନ

ରେଢ଼ାଖୋଲ: ରେଢ଼ାଖୋଲ ଏନ୍‌ଏସି ନିର୍ବାଚନରେ ଚଳିତ ଥର ବିଜେପିର ଉତ୍‌ଥାନ ଦେଖିବାକୁ ମିଳିଥିବା ଥିବା ବେଳେ ବିଜେଡିର ଅନ୍ତର୍ଦ୍ବନ୍ଦ୍ବ ପଦାରେ ପଡିଛି। ଦଳୀୟ ଗୋଷ୍ଠୀ କନ୍ଦଳ ସାଙ୍ଗକୁ ଅନ୍ତର୍ଦ୍ବନ୍ଦ୍ବ ଯୋଗୁଁ ଚଳିତ ନିର୍ବାଚନରେ ବିଜେଡି ଅଧ୍ୟକ୍ଷ୍ୟ ପ୍ରାଥୀଙ୍କ ସମେତ ୬ ଜଣ ୱାର୍ଡ…
ଅଧିକ ଖବର ଦେଖନ୍ତୁ...

ବାରିପଦା ପୌର ଉପାଧ୍ୟକ୍ଷ ନିର୍ବାଚନ ୭ରେ: ସୀମା, ଅମ୍ବିକା, ସୁକେଶିନୀ ଓ ନିରୁପମାଙ୍କ ନାଁ ଚର୍ଚ୍ଚାରେ

ବାରିପଦା: ସରିଛି ପୌର ନିର୍ବାଚନ। ଆସନ୍ତାକାଲି ନବନିର୍ବାଚିତ ନଗରପାଳ ଓ ସମସ୍ତ କାଉନସିଲର ଶପଥଗ୍ରହଣ କରିବା ସହ କାର୍ଯ୍ୟାଳୟ ପ୍ରବେଶ କରିବେ। ଚଳିତ ପୌର ନିର୍ବାଚନରେ ବାରିପଦାରେ ବିଜେଡି ବାଜିମାତ କରି ପରିଷଦ ନିଜ ଦଖଲରେ ରଖିବାକୁ ସକ୍ଷମ ହୋଇଛି। ବିଜେଡିରୁ କୃଷ୍ଣାନନ୍ଦ ମହାନ୍ତି…
ଅଧିକ ଖବର ଦେଖନ୍ତୁ...

ପସନ୍ଦ ହେଲେନି ଦଳୀୟ ପୌରାଧ୍ୟକ୍ଷ ପ୍ରାର୍ଥୀ

ରାଉରକେଲା: ସଦ୍ୟ ଅନୁଷ୍ଠିତ ପୌର ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ଅଜବ ଗଣିତ ଦେଖିବାକୁ ମିଳିଛି। ପୌରାଧ୍ୟକ୍ଷ ପ୍ରାର୍ଥୀମାନେ ନିଜ ଦଳୀୟ କାଉନସିଲରଙ୍କୁ ମିଳିଥିବା ଭୋଟ୍‌ଠାରୁ କମ୍‌ ପାଇଛନ୍ତି; ଅର୍ଥାତ୍‌ ଭୋଟର୍‌ମାନେ ନିଜ ଦଳୀୟ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ସମ୍ଭବତଃ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପୌର ନିର୍ବାଚନ: ଅମାନତ ହରାଇଛନ୍ତି ୧୦ ପୌରାଧ୍ୟକ୍ଷ, ୬୬ କାଉନସିଲର ପ୍ରାର୍ଥୀ

ରାଉରକେଲା/ସୁନ୍ଦରଗଡ଼: ‌ନିର୍ବାଚିତ ହୋଇ ଲୋକଙ୍କ ପାଇଁ କିଛି କରିବାର ଆଶା, ଲୋକ ସମର୍ଥନ, କ୍ଷମତା ଲାଳସା, ବିଦ୍ରୋହ, ଅନ୍ୟ କୌଣସି ପ୍ରାର୍ଥୀଙ୍କର ଭୋଟ୍‌ କାଟିବା ଯୋଜନା ଓ କ୍ରୋଧ- ଏପରି ବିଭିନ୍ନ କାରଣରୁ ଲୋକେ ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତି। ଏଥିରେ କିଛି ସଫଳ ହୁଅନ୍ତି ତ…
ଅଧିକ ଖବର ଦେଖନ୍ତୁ...

୨୦୧୯ ସାଧାରଣ ନିର୍ବାଚନ ବନାମ୍ ୨୦୨୨ ପୌର ନିଗମ ନିର୍ବାଚନ: ଖସିଲା ବିଜେଡି, ବିଜେପି ଭୋଟ୍ ପ୍ରତିଶତ; ବଢ଼ିଛି…

କଟକ: ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଓ ୨୦୨୨ ପୌର ନିଗମ ନିର୍ବାଚନ ଫଳାଫଳକୁ ବିଶ୍ଳେଷଣ କରୁଛନ୍ତି ରାଜନୈତିକ ଦଳ। କିଏ ବଢିଛି, କିଏ ଖସିଛି, ତାହାକୁ ନେଇ ଚାଲିଛି ମାନସମନ୍ଥନ। ୨୦୧୯ରେ ବାରବାଟୀ-କଟକରେ ହାରି ବି ବିଜେଡି ମେୟର ପଦବି ସହ ୩୮ଟି ୱାର୍ଡରେ କର୍ପୋରେଟର ଜିତିଛି ୨୦୨୨ ପୌର…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସି ନିର୍ବାଚନ: ଚକ୍‌ମା ଦେଖାଇଲେ ଭୋଟର, ନିର୍ଣ୍ଣାୟକ ବସ୍ତି ଭୋଟ୍‌

ଦୁଇ ମାସର ନିର୍ବାଚନୀ ପରିବେଶରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। କେଉଁ ୱାର୍ଡରେ ଲୋକେ ପୁରୁଣା ନେତାଙ୍କ ଉପରେ ପୁଣିଥରେ ଆସ୍ଥା ଜମାଇଛନ୍ତି ତ ଆଉ କେଉଁଠି ଲୋକେ ପରିବର୍ତ୍ତନ ଚାହିଛନ୍ତି। କ୍ଷମତା ଲୋଭରେ କିଛି ନେତା ଦଳ ଡେଇଁ ଭାଣ୍ଡିଆ ହୋଇଛନ୍ତି। ପୁରୁଖା ନେତା ବିଭୀଷଣ ସାଜି ଦଳୀୟ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସି ନିିର୍ବାଚନ: ସ୍ବାଧୀନ ହାତେଇଲେ ୫୩ ହଜାର ଭୋଟ

ଭୁବନେଶ୍ବର: ଏଥର ବି ବିଏମ୍‌ସି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଙ୍କ ଦବଦବା ଦେଖିବାକୁ ମିଳିଛି। ୯ଟି ୱାର୍ଡରେ ଶାସକ ଦଳକୁ ପାଣି ପିଆଇଛନ୍ତି। ୫ଟି ୱାର୍ଡରେ ବିଜେପିକୁ ଜିତାଇବାରେ ସହାୟକ ହୋଇଛନ୍ତି। କିଛି ୱାର୍ଡରେ କଡ଼ା ଟକ୍କର ଦେଇ ଦ୍ବିତୀୟ ସ୍ଥାନରେ ବି ରହିଛନ୍ତି। କଂଗ୍ରେସକୁ ପଛରେ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସି ନିର୍ବାଚନ: କମୁଛି ସେଲିବ୍ରିଟିଙ୍କ କ୍ରେଜ୍‌

ଭୁବନେଶ୍ବର: ରାଜନୀତିରେ କମୁଛି ସେଲିବ୍ରିଟିଙ୍କ କ୍ରେଜ୍‌। ଆଉ ଆଗଭଳି ଅଭିନେତା, ଅଭି‌ନେତ୍ରୀଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳୁନି କି ସେଲିବ୍ରିଟିକୁ ଦେଖି ଲୋକେ ପ୍ରାର୍ଥୀଙ୍କୁ ଭୋଟ ଦେଉ ନାହାନ୍ତି। ବରଂ ଦଳର ଶୀର୍ଷ ନେତୃତ୍ବ ଓ ପ୍ରାର୍ଥୀଙ୍କ ମୁହଁ ହିଁ ଭୋଟରଙ୍କ ପସନ୍ଦ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସି ନିର୍ବାଚନ: ଦୁଇଟି ୱାର୍ଡରେ ସୁଲୋଚନା ପଛରେ

ଭୁବନେଶ୍ବର: ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଏକପାଖିଆ ଭାବେ ବିଜୟ ହାସଲ କରିଛନ୍ତି। ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁନୀତି ମୁଣ୍ଡ୍‌ଙ୍କୁ ୬୧ ହଜାର ୧୪୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏତେ ବଡ଼ ବ୍ୟବଧାନରେ ଜିତିଥିଲେ ମଧ୍ୟ ଶ୍ରୀମତୀ ଦାସ ଦୁଇଟି ୱାର୍ଡରେ ପଛରେ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସି ନିର୍ବାଚନ: ବିଧାୟକ ବନାମ ସାଂସଦ

ଭୁବନେଶ୍ବର:ବିଏମ୍‌ସି ମେୟର ଓ କର୍ପୋରେଟର ପଦ ପାଇଁ ଲଢ଼େଇ ହେଉଥିଲା। ‌ୱାର୍ଡସ୍ତରରେ ପ୍ରାର୍ଥୀ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଥିଲେ। ମାତ୍ର ମଙ୍ଗ ଧରିଥିଲେ ସ୍ଥାନୀୟ ନେତା। ଭୁବନେଶ୍ବରର ତିନି ବିଧାୟକଙ୍କ ଉପରେ ବିଜେଡି ଭରସା କରିଥିଲା। ଆଉ ବିଜେପି ପାଇଁ ସର୍ବେସର୍ବା ସାଜିଥିଲେ…
ଅଧିକ ଖବର ଦେଖନ୍ତୁ...