ଅନୁସନ୍ଧାନ କରୁଥିବା ବର୍ଗ
Election Breaking
ଚତୁର୍ଥ ପର୍ଯ୍ୟାୟରେ ୫୨ ଲୋକସଭା ଓ ୩୪୬ ବିଧାନସଭା ପ୍ରାର୍ଥୀ
ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବା ଏଥିରେ ୬ ଗୋଟି ଲୋକସଭା ଆସନ ଯଥା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ଏହା ଅଧୀନସ୍ଥ ୪୨ ଗୋଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ଚତୁର୍ଥ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଭୋଟିଂ
ଭୁବନେଶ୍ୱର: ଆଜି ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ଅପରପକ୍ଷରେ ବେଳେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ୭ ପ୍ରତିଶତ ଭୋଟିଂ ହୋଇଛି।
କଳାହାଣ୍ଡିର କଂଗ୍ରେସ ଲୋକସଭା ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କଂଗ୍ରେସରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା
ପାଟନା: ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଆଜି ବିଜେପି ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ସେ ଏସଂପର୍କରେ ଟୁଇଟ୍ କରି ଲେଖିଛନ୍ତି ବିଜେପିର ପ୍ରତିଷ୍ଠା ଦିବସରେ ପୁରୁଣା ଦଳ ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।
ଭାରତୀୟ ଜନତା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କଂଗ୍ରେସର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା
ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମଧ୍ୟ ରାତିରେ ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ସେଥିମଧ୍ୟରୁ ଓଡିଶାର ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । କଟକରୁ ପଞ୍ଚାନନ କାନୁନ୍ଗୋ ଓ ଯାଜପୁରରୁ ମାନସ ଜେନା । ଅନ୍ୟପଟେ ଓଡିଶା ବିଧାନସଭା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମାର୍ଚ୍ଚରେ ରେକର୍ଡ ଜିଏସଟି ଆଦାୟ, ୧ ଲକ୍ଷ ୬ ହଜାର କୋଟି ଟପିଲା
ନୂଆଦିଲ୍ଲୀ : ଗତ ମାର୍ଚ୍ଚମାସରେ ଦେଶର ଜିଏସଟି ରାଜସ୍ୱ ସଂଗ୍ରହ ୧ ଲକ୍ଷ କୋଟି ଟପିିଛି । ଫେବ୍ରୁଆରୀ ମାସରେ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟିଟଙ୍କା ତଳକୁ ଖସି ୯୭ ହଜାର କୋଟି ଥିବାବେଳେ ମାର୍ଚ୍ଚମାସରେ ଜିଏସଟି ରିଟର୍ଣ୍ଣ ପରିମାଣ ବୃଦ୍ଧି ପାଇଥିବାରୁ ଜିଏସଟି ଆଦାୟ ୧ ଲକ୍ଷ ୬ ହଜାର କୋଟି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା
ଅହମ୍ମଦାବାଦ : ଶନିବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ୨୦୧୯ ନିର୍ବାଚନ ପାଇଁ ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ । ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା ବିରାଟ ଶୋଭାଯାତ୍ରାରେ ବାହାରି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ୩ ବହିଷ୍କୃତ
ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଶନିବାର ଦିନ ବିଜୁ ଜନତା ଦଳରୁ ତିନି ଜଣଙ୍କୁ ବହିଷ୍କାର କରାଯାଇଛି।
ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀର ଶ୍ରୀ ଶିବ ପ୍ରସାଦ ଗୌଡ଼, ଶ୍ରୀ କେ. ରାମକୃଷ୍ଣ ଏବଂ କଟକ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ସେଠୀ
ଭୁବନେଶ୍ୱର: ଆଜି ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ସେଠୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।
ଇସ୍ତଫା ପରେ ସେ ଦଳ ବିରୋଧରେ ବିଷୋଦଗାର କରି କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସୁନ୍ଦରଗଡ଼: ବୋଲେରୋ ଭିତରୁ ୬. ୭ ଲକ୍ଷ ଟଙ୍କା ଜବତ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଛକରୁ ଶୁକ୍ରବାର ରାତି ପ୍ରାୟ ୧୧: ୩୦ରେ ଗୋଟାଏ ବୋଲେରୋ ଗାଡ଼ିରୁ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ଵାଡ୍ ଟିମ୍ ୬ ଲକ୍ଷ ୭୦ ଟଙ୍କା ଜବତ କରିଛି।
ଜବତ ଟଙ୍କା ସ୍ଥାନୀୟ ରଶ୍ମୀ ଟ୍ରାନ୍ସ୍ପୋର୍ଟର ମାଲିକଙ୍କର ବୋଲି ଟିମ୍ ପ୍ରାଥମିକ ତଦନ୍ତ ପରେ ଜାଣି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବିଜେଡିର ବରିଷ୍ଠ ନେତା ରଘୁନାଥ ମହାନ୍ତି
ଭୁବନେଶ୍ୱର: ଆଜି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ବସ୍ତାର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...