ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ ଝଲରାପାଟନ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ନିର୍ବାଚନ ଆୟୋଗଙ୍କ ୱେବସାଇଟ ଅନୁଯାୟୀ ରାଜେ ୫୩,୧୯୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ବସୁନ୍ଧରା କହିଛନ୍ତି ଯେ ରାଜସ୍ଥାନରେ ଦଳର ବିଜୟ ଜନତା ଜନାର୍ଦ୍ଦନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟ ।
ଝଲରାପାଟନରୁ ଜିତିଲେ ବସୁନ୍ଧରା ରାଜେ
/sambad/media/post_attachments/wp-content/uploads/2017/10/vasundhara-raje.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)