ବଲିଉଡର ହଟ୍ ହିରୋଇନ୍ ଜରୀନ୍ ଖାନ୍ଙ୍କ ଅପକମିଂ ମୁଭି‘ଅକସର୍-୨’ରୁ ହଟ୍ ସିନ୍ କଟିଛି ବୋଲି ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଫିଲ୍ମର ଏକ ଗୀତ ଆଜ୍ ଜିଦ୍ …ରେ ଥିବା କେତେ ଉତ୍ତେଜକ ସିନ୍ ଉପରେ କଇଁଚି ଚଳାଇଛି ସେନସର୍ ବୋର୍ଡ। ଏହି ସିନରେ ଜରୀନ୍ ଅଭିନେତା ଗୌତମ୍ ରୋଡେଙ୍କ ସହ ଅତ୍ୟନ୍ତ ଅଶ୍ଳୀଳ ଏବଂ କାମୁକ ମୁଦ୍ରାରେ ଅଛନ୍ତି ବୋଲି କୁହାଯାଉଚି। ତେବେ ସେନସର ବୋର୍ଡର ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ନିର୍ଦ୍ଦେଶକ ଅନନ୍ତ ମହାଦେବନ୍।
‘ଅକସର୍-୨’ରୁ ହଟ୍ ସିନ୍ କଟିଲା !
/sambad/media/post_attachments/wp-content/uploads/2017/09/aksar2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)