ଗତ ଥର ଦଶହରାରେ ନିର୍ଦ୍ଦେଶକ ଅଶୋକ ପତି ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ ଲଭ୍ ପାଇଁ କୁଛ୍ ଭି କରେଗା’ ନେଇ ଆସିଥିଲେ । ହେଲେ ଏଥର ପୂଜାବଜାରରେ ଅଶୋକଙ୍କ କୌଣସି ଓଡ଼ିଆ ଛବି ମୁକ୍ତିଲାଭ କରୁନାହିଁ । ଠିକ୍ ସେହିପରି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ‘ ଛାତି ତଳେ ଡିଙ୍ଗ୍ ଡିଂ’ ପୂଜାବଜାରକୁ ଆସିଥିଲା । ହେଲେ ଏବର୍ଷର ପୂଜାବଜାରରେ ତାଙ୍କ ନିର୍ଦ୍ଦେଶିତ କୌଣସି ସିନେମା ନାହିଁ । ୨୦୧୬ ପୂଜା ବଜାରରେ ଜଣାଶୁଣା ନିର୍ଦ୍ଦେଶକ କେ.ଏମ୍.କ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ‘ ବେବି’ ପରଦାକୁ ଆସିଥିଲା, ମାତ୍ର ୨୦୧୭ ଦଶହରାରେ ତାଙ୍କ ନିର୍ଦ୍ଦେଶିତ କୌଣସି ଛବି ରିଲିଜ୍ ହେଉ ନାହିଁ ।
ଦଶହରାରେ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ନାହିଁ
/sambad/media/post_attachments/wp-content/uploads/2017/09/ASOK-PATI.jpg)