ହଲିଉଡର ସବୁଠାରୁ ବଡ ସୋ’ ଭାବେ ବିବେଚିତ ହୁଏ ଏକାଡେମି ଆଓ୍ଵାର୍ଡ ସୋ । ଲସ୍‌ ଏଞ୍ଜେଲସ୍‌ର ଡଲବି ଥିଏଟରରେ ଆୟୋଜିତ ହୋଇଛି ଏହି ସୋ’ । ୯୦ ତମ ଓସ୍କାର ସମାରୋହରେ କେଉଁମାନେ ବିଭିନ୍ନ ଶ୍ରେଣୀରେ ପୁରସ୍କୃତ ହୋଇଛନ୍ତି ଆସନ୍ତୁ ଜାଣିବା ।

Advertisment

ଶ୍ରେଷ୍ଠ ସିନେମା - ଦି ସେପ୍ ଅଫ୍ ଓ୍ୱାଟର୍
ଶ୍ରେଷ୍ଠ ନିର୍ଦ୍ଦେଶକ- ଗୁଇଲେରମୋ ଡେଲଟୋରୋ ( ଦି ସେପ୍ ଅଫ୍ ଓ୍ୱାଟର୍ )

ଶ୍ରେଷ୍ଠ  ଅଭିନେତା-.ଗେରି ଓଲଡମାନ୍ (ଡାର୍କେଷ୍ଟ ଓଭର୍)

ଶ୍ରେଷ୍ଠ  ଅଭିନେତ୍ରୀ- ଫ୍ରାନସେସ୍  ଏମ୍ ସି .ଡେୋରମାଣ୍ଡ (ଥ୍ରି ବିଲ.ବେୋଡର୍ଡସ୍ ଅଆଓଟ୍ ସାଇଟ ଏଭିଂ ମି.ସେୌରି)
ଶ୍ରେଷ୍ଠ ସହ ଅଭିନେତା -ସେମ୍‌ ରକ୍‌ ବେଲ୍‌ ( ଫିଲ୍ମ - ଥ୍ରି ବିଲ୍‌ ବୋର୍ଡସ୍‌ ଆଉଟ୍‌ ସାଇଡ୍‌ ଏଭିଂ ମିସୌରୀ )
ଶ୍ରେଷ୍ଠ ସହ ଅଭିନେତ୍ରୀ- ଏଲିସନ୍‌ ଜୈନୀ ( ଆଇ ତାନ୍ୟା)
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି ସର୍ଟ: ଫ୍ରେଙ୍କ୍‌ ଷ୍ଟିଫେଲ୍‌ ( ହେଭେନ୍‌ ଇଜ୍‌ ଏ ଟ୍ରାଫିକ୍‌ ଜାମ୍‌ ଅନ୍‌ ଦ ୪୦୫)
ଶ୍ରେଷ୍ଠ ବିଦେଶୀ ଭାଷାର ସିନେମା: ଫାଣ୍ଟାଷ୍ଟିକ୍‌ ଓ୍ଵିମ୍ୟାନ୍‌ ( ଚିଲ୍ଲି ଭାଷା)

publive-image
ଶ୍ରେଷ୍ଠ ଭିଜୁଆଲ୍‌ ଇଫେକ୍ଟ: ବ୍ଲେଡ ରନର୍‌ ୨୦୪୯ ଫିଲ୍ମ ପାଇଁ ଜନ୍‌ ନେଲସନ୍‌ , ଗେର୍ଡ ନେଫଜର୍‌ , ପଲ୍‌ ଲେମ୍ବର୍ଟ ଓ ରିଚର୍ଡ ଆର୍‌ . ହୁବର୍‌
ଶ୍ରେଷ୍ଠ ଫିଲ୍ମ ଏଡଟିିଂ: ଲି ସ୍ମିଥ ( ଡନକର୍କ)
ଶ୍ରେଷ୍ଠ ଆନିମେଟେଡ୍‌ ଫିଚର୍‌ ଫିଲ୍ମ : କୋ କୋ , ଲି ଉନ୍‌ କ୍ରିଚ୍‌ ଓ ମେର୍ଲା କେ ଅଣ୍ଡରସନ୍‌
ଆନିମେଟେଡ୍‌ ସର୍ଟ ଫିଲ୍ମ : ଗ୍ଲେନ୍‌ କିନ୍‌ ଓ କୋବି ବ୍ରାୟନ୍ତ ( ଡିଅର୍‌ ବାସ୍କେଟ୍‌ବଲ୍‌ )
କଷ୍ଟ୍ୟୁମ୍‌ ଡିଜାଇନ୍‌ : ମାର୍କ. ବ୍ରିଜେସ୍‌ ( ଫ୍ୟାଣ୍ଟମ୍‌ ଥ୍ରେଡ୍‌ )
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି: ବ୍ରିୟାନ୍‌ ପୋଗେଲ ଓ ଡେନ୍‌ କୋଗନ୍‌ ( ଇକରସ୍‌ )