ଐତିହାସିକ କଥାବସ୍ତୁ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଗାଥାକୁ ନେଇ ଏପ୍ରିଲରେ ମଞ୍ଚସ୍ଥ ନାଟକ ‘ଆହେ ନୀଳଶଇଳ’ ନାଟକ ଜଗତରେ ନୂଆ ବିପ୍ଲବ ସୃଷ୍ଟି କରିଛି। ଯଦିଓ ନାଟକର ଆଦର ସବୁବେଳେ ରହିଛି ତଥାପି ଦର୍ଶକଙ୍କ ମଧ୍ୟରେ ଟିକେଟ ଦେଇ ନାଟକ ଦେଖିବାର ଅଭ୍ୟାସ ସୃଷ୍ଟି ହୋଇଛି। ଏହା ପରେପରେ ମଞ୍ଚସ୍ଥ ନାଟକ ‘ନବକଳେବର’ ମଧ୍ୟ ଟିକେଟ୍ଡ୍ ସୋ’ ହୋଇଥିବା ବେଳେ ଏହା ବେଶ୍ ଚର୍ଚ୍ଚା ସାଉଁଟିଥିଲା। ପରେ ପରେ ଅନେକ ସଂସ୍ଥା ପକ୍ଷରୁ ଟିକେଟ୍ଡ୍ ସୋ’ ପରିବେଷଣ ହୋଇଥିବା ବେଳେ ଦର୍ଶକ ଟିକେଟ ଦେଇ ନାଟକ ଦେଖିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp