ମୁମ୍ବାଇ : କିଛି ଦିନ ପୂର୍ବରୁ ଆମେ ଏକ ଆଲେଖ୍ୟ ପ୍ରସ୍ତୁତ କରିଥିଲୁ ଯେଉଁଥିରେ ସିନେ-ତାରକାମାନଙ୍କ ଘରେ ସୁଟିଂ ହୋଇଥିବା ଫିଲ୍ମ ବିଷୟରେ ସୂଚନା ଦିଆଯାଇଥିଲା। ବଲିଉଡ ତାରକାଙ୍କର ଫିଲ୍ମ ସହ ସେମାନଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଏ ।
ପୂର୍ବରୁ ବିରାଟ,ଅନୁଷ୍କା,କଙ୍ଗନା ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ସେଲିବ୍ରିଟିଙ୍କ ବିଳାସପୂର୍ଣ୍ଣ ଘରର କିଛି ଝଲକ ଦେଖିବାକୁ ମିଳିଥିବା ବେଳେ ଏବେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କ ବିଳାସପୂର୍ଣ୍ଣ ଘରର କିଛି ଫଟୋ ଅନ୍ଲାଇନରେ ସେୟାର କରାଯାଇଛି ।
/sambad/media/post_attachments/wp-content/uploads/2018/01/AISH-300x224.png)
/sambad/media/post_attachments/wp-content/uploads/2018/01/AISHH-300x227.png)
ଘରଟି ମୁମ୍ବାଇର ବାନ୍ଦ୍ରା-କୁର୍ଲାରେ ଥିବା ବେଳେ ୨୦୧୫ରେ ଏହାକୁ ୨୧କୋଟି ଟଙ୍କା ଦେଇ କିଣିଥିଲେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ।
/sambad/media/post_attachments/wp-content/uploads/2018/01/AISHR-300x224.png)
/sambad/media/post_attachments/wp-content/uploads/2018/01/AIS-300x169.jpg)
୫୫୦୦ ବର୍ଗଫୁଟ୍ର ଏହି ଘରର ପ୍ରତି ବର୍ଗଫୁଟ୍ର ମୂଲ୍ୟ ୩୮,୦୦୦ ଟଙ୍କା ବୋଲି ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2018/01/AB-300x223.png)
ଏହା ସହ ତାଙ୍କର ମୁମ୍ବାଇର ଓ୍ଵର୍ଲିରେ ଥିବା ସ୍କାଏଲାର୍କ ଟାଓ୍ଵାରର ୩୭ ନମ୍ବର ମହଲା ଏବଂ ଦୁବାଇର ଜୁମେରାହ ଗଲ୍ଫ ଇଷ୍ଟେଟ୍ରେ ପଲଟିଆଲ ଭିଲ୍ଲା ମଧ୍ୟ ରହିଛି ।