୭୬ ବର୍ଷରେ ଅମିତାଭ: ଜନ୍ମଦିନ ଅବସରରେ ତାଙ୍କର କେତୋଟି ପ୍ରସିଦ୍ଧ ସଂଳାପ

ନୂଆଦିଲ୍ଲୀ: ଆଜି ୭୬ ବର୍ଷରେ ପଦାର୍ପଣ କରୁଛନ୍ତି ବଲିଉଡ୍‌ର ‘ଶାହେନ୍‌ଶାହ୍‌’ ଅମିତାଭ ବଚ୍ଚନ। ଚାରି ଦଶନ୍ଧି ଧରି ବ୍ୟାପ୍ତ ତାଙ୍କ ଅଭିନୟ ଜୀବନକାଳରେ ସେ ଦେଶବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିବା ସହ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ରାଜତ୍ୱ କରି ଚାଲିଛନ୍ତି। ବିଗ୍‌ ବି ଆଗାମୀ ଦିନରେ ‘ଠଗ୍‌ସ୍‌ ଅଫ୍‌ ହିନ୍ଦୋସ୍ତାନ’ ଏବଂ ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରେ ଦେଖା ଦେବେ। କେତେଗୁଡ଼ିଏ ବ୍ଲକ୍‌ବଷ୍ଟର୍‌ କଥାଚିତ୍ରରେ ଅଭିନୟ କରି ଏହି କିଂବଦନ୍ତି ଅଭିନେତା ଦୀର୍ଘ ବର୍ଷ ଧରି ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛନ୍ତି।

ଆଜି ତାଙ୍କର ବିଶେଷ ଦିବସରେ ଚାଲନ୍ତୁ ନଜର ପକାଇବା ଦର୍ଶକମାନଙ୍କ ହୃଦୟରେ ଖୋଦେଇ ହୋଇ ରହିଥିବା ତାଙ୍କ କେତୋଟି ସର୍ବୋତ୍ତମ ସଂଳାପ।

ଡନ୍‌ (୧୯୭୮): ‘ଡନ୍‌ କା ଇନ୍ତେଜାର୍‌ ତୋ ଗ୍ୟାରାହ୍‌ ମୁଲ୍‌କୋଁ କି ପୁଲିସ୍‌ କର୍‌ ରହି ହୈ।’

କାଲିଆ (୧୯୮୧): ‘ହମ୍‌ ଜହାଁ ଖଡ଼େ ହୋ ଯାତେ ହୈ ଲାଇନ୍‌ ଓ୍ଵହିଁ ସେ ସୁରୁ ହୋତି ହୈ।’

ସିଲ୍‌ସିଲା (୧୯୮୧): ‘ମେ ଔର୍‌ ମେରି ତନ୍‌ହାୟି, ଅକ୍ସର୍‌ ୟେ ବାତେଁ କର୍‌ତେ ହୈ… ହମ୍‌ ହୋତି ତୋ କୈସା ହୋତା… ତୁମ୍‌ ୟେ କେହ୍‌ତି, ତୁମ୍‌ ଓ୍ଵ କେହ୍‌ତି, ତୁମ୍‌ ଇସ୍‌ ବାତ୍‌ ପେ ହୈରାନ୍‌ ହୋତି, ତୁମ୍‌ ଉସ୍‌ ବାତ୍‌ ପେ କିତ୍‌ନି ହସ୍‌ତି… ତୁମ୍‌ ହୋତି ତୋ ଐସା ହୋତା, ତୁମ୍‌ ହୋତି ତୋ ଓ୍ଵଇସା ହୋତା… ମେ ଔର୍‌ ମେରି ତହ୍ନାଇ, ଅକ୍ସର୍‌ ୟେ ବାତେଁ କର୍‌ତେ ହୈ।’

ଶରାବି (୧୯୮୪): ‘ଆଜ୍‌ ଇତ୍‌ନି ଭି ମୈସିର୍‌ ନେହିଁ ମାଇଖାନେ ମେ… ଜିତ୍‌ନି ହମ୍‌ ଛୋଡ୍‌ ଦିୟା କର୍‌ତେ ଥେ ପୈମାନେ ମେ।’

ଅଗ୍ନିପଥ (୧୯୯୦): ‘ବିଜୟ ଦୀନନାଥ ଚୌହାନ୍‌… ପୂରା ନାମ୍‌।’

ସୋଲେ (୧୯୭୫): ‘ତୁହ୍ମାରା ନାମ୍‌ କ୍ୟା ହୈ ବାସନ୍ତୀ?’

ଶାହେନ୍‌ଶାହ୍‌ (୧୯୮୮): ‘ରିସ୍ତେ ମେ ତୋ ହମ୍‌ ତୁହ୍ମାରେ ବାପ୍‌ ଲଗ୍‌ତେ ହେ, ନାମ୍‌ ହୈ ଶାହେନ୍‌ଶାହ୍‌।’

ଲାଓ୍ଵାରିସ୍‌ (୧୯୮୧): ‘ଅଗର୍‌ ଅପ୍‌ନି ମା କା ଦୁଧ୍‌ ପିୟା ହୈ ତୋ ସାମ୍‌ନେ ଆ।’

କଭି ଖୁସି କଭି ଘମ୍‌ (୨୦୦୧): ‘ପୈସା ତୋ ହର୍‌ କୋଇ କମା ଲେତା ହୈ… ଲେକିନ୍‌ ଇଜ୍ଜତ୍‌ କମାନା ସବ୍‌କେ ବସ୍‌ କି ବାତ୍‌ ନହିଁ, କେହ୍‌ ଦିୟା ନା… ବାସ୍‌ କେହ୍‌ ଦିୟା!’

ପିଙ୍କ୍‌ (୨୦୧୬): ‘ଦିଜ୍‌ ବଏଜ୍‌ ମଷ୍ଟ୍‍ ରିଆଲାଇଜ୍‌… ନୋ କା ମତ୍‌ଲବ୍‌ ନୋ ହୋତା ହୈ। ଉସେ ବୋଲ୍‌ନେ ଓ୍ଵାଲି ଲଡ୍‌କି କୋଇ ପରିଚିତ୍‌ ହୋ, ଫ୍ରେଣ୍ଡ୍‌ ହୋ, କୋଇ ସେକ୍ସ୍‍ ଓ୍ଵାର୍କର୍‌ ହୋ ୟା ଆପ୍‌କି ଅପ୍‌ନି ବିଓ୍ଵି ହି କୁଁ୍ୟ ନା ହୋ, ନୋ ମିନ୍‌ସ୍‌ ନୋ ଆଣ୍ଡ୍‌ ହୋଏନ୍‌ ସମ୍‌ଓ୍ଵାନ୍‌ ସେଜ୍‌ ସୋ, ୟୁ ଷ୍ଟପ୍‌।’

୧୦୨ ନଟ୍‌ ଆଉଟ୍‌ (୨୦୧୮): ଔଲାଦ୍‌ ନାଲାୟକ୍‌ ନିକ୍‌ଲେ ତୋ ଉସ୍‌ସେ ଭୁଲ୍‌ ଜାନା ଚାହିୟେ… ସିର୍ଫ ଉସ୍‌କା ବଚ୍‌ପନ୍‌ ୟାଦ୍‌ ରଖ୍‌ନା ଚାହିୟେ।’

ସମ୍ବନ୍ଧିତ ଖବର