ବଲିଉଡର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମା ନିକଟରେ ଏକ ଫ୍ୟାସନ୍ ମାଗାଜିନ୍ ପାଇଁ ହଟ୍ ଫଟୋସୁଟ୍ କରାଇଛନ୍ତି। ଏହି ପତ୍ରିକାର ଅକ୍ଟୋବର ମାସର ସଂଖ୍ୟାରେ ଅନୁଷ୍କା ଶର୍ମାଙ୍କର ଏହି ଫଟୋ ସ୍ଥାନିତ ହୋଇଛି। ସେ ଏକ ବ୍ଲୁ ରଙ୍ଗର କଷ୍ଟ୍ୟୁମ୍ ପିନ୍ଧିଛନ୍ତି। ଏହି ଫଟୋର ବ୍ୟାକ୍ ଗ୍ରାଉଣ୍ଡ ମଧ୍ୟ ନୀଳ ରହିଛି।
ଏହାର ଗୋଟିଏ ଫଟୋରେ ସେ କ୍ଲିଭେଜ୍ ସୋ କରି ଫ୍ରଣ୍ଟ ଲଙ୍ଗ୍ କଟ୍ ଡ୍ରେସରେ ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ଅନୁଷ୍କାଙ୍କୁ ଶିଡିରେ ଆରାମ କରୁଥିବାର ଦେଖିବାକୁ ମିଳିଛି। ଅନୁଷ୍କା ଶର୍ମା ତାଙ୍କର ଏହି ଫଟୋସୁଟକୁ ସୋସିଆଲ୍ ମିଡିଆରେ ସେଆର୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/anushka-sharma_15077.jpg)