ବିଗ୍‌ ବି’ଙ୍କ ନାତୁଣୀ ବଖାଣିଲେ ମ୍ୟାନ୍ସପ୍ଲେନିଂର କାହାଣୀ

ବଲିଉଡ୍‌ର ବିଗ୍ ବି’ ଅମିତାଭ୍ ବଚ୍ଚନଙ୍କ ନାତୁଣୀ ନାଭ୍ୟା ନଭେଲି ନନ୍ଦ କିଭଳି ବିଭିନ୍ନ ସମୟରେ ମ୍ୟାନ୍ସପ୍ଲେନିଂର ଶିକାର ହୋଇଛନ୍ତି ସେ ବିଷୟରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜରିଆରେ କହିଛନ୍ତି। ତେବେ ମ୍ୟାନ୍ସପ୍ଲେନିଂର ମୁଖ୍ୟ କାରଣ ହେଉଛି, ଆମ ସମାଜ। କାରଣ ଏହା ଏକ ପୁରୁଷ ପ୍ରାଧାନ୍ୟ ସମାଜ। ସେଥିପାଇଁ ପ୍ରତି କଥାରେ ତାଙ୍କୁ ଅନ୍ୟମାନେ ସନ୍ଦେହ ଚକ୍ଷୁରେ ଦେଖିବା ସହିତ ମହିଳାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଥିବା କଥା କହିଛନ୍ତି।

ସମ୍ବନ୍ଧିତ ଖବର