ବିବାହ ପୂର୍ବରୁ ଦୀପିକାଙ୍କର ଏପରି ଏକ ଅଦ୍ଭୂତ ଅଭ୍ୟାସ ଥିଲା

ମୁୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହକୁ ଇତି ମଧ୍ୟରେ ୧ ବର୍ଷ ହୋଇଗଲାଣି। ସ୍ୱାମୀ ରଣବୀର କପୁରଙ୍କୁ ନେଇ ସେ ବେଶ୍‌ ଖୁସିରେ ଅଛନ୍ତି ବୋଲି ଏକଥା ପ୍ରାୟତଃ ସମେସ୍ତ ଜାଣନ୍ତି। ସୁଯୋଗ ପାଇଲେ ଦୁହେଁ ଦୁହିଁଙ୍କ ପ୍ରଶଂସା କରିବା ଆଦୌ ହାତଛଡ଼ା କରନ୍ତି ନାହିଁ। ବିବାହ ପରେ ଦୀପିକା ଜଣେ ଚୁଲ୍‌ବୁଲି ପତ୍ନୀ ସାଜିଛନ୍ତି ଏଥିରେ ସନ୍ଦେହ ନାହିଁ। ମାତ୍ର ବିବାହ ପୂର୍ବରୁ ସେ କିପରି ଥିଲେ?

ନିକଟରେ ଏକ ସାକ୍ଷାତ୍‌କାରରେ ଦୀପିକା କହିଛନ୍ତି କି ବିବାହ ପୂର୍ବରୁ ସେ ଜଣେ ବୁଢ଼ୀ ଆତ୍ମା ଥିଲେ। ଏବେ ତାଙ୍କୁ ଜଣେ ଅଦ୍ଭୂତ ଚରିତ୍ର ବୋଲି କୁହାଯାଇ ପାରିବ। ଦୀପିକା ଆହୁରି ବି କହିଛନ୍ତି ସେ ଅବିବାହିତ ଥିବା ବେଳେ ସେ ଦିନକୁ ଦୁଇ ଥର କପଡ଼ା ଧୋଉଥିଲେ।

 

 

View this post on Instagram

 

“I’ve always been an old soul. In today’s context I could be considered a weird person. When I was on my bachelorette, I did laundry twice a day, so I suppose I am weird.” Catch our stylish cover star @deepikapadukone open up to Bazaar in the October issue. • • • Editor: Nonita Kalra (@nonitakalra) Photographer: Tarun Vishwa (#TarunVishwa) Creative director: Yurreipem Arthur (@yurreipem) Fashion director: Edward Lalrempuia (@edwardlalrempuia) Hair: Florian Hurel (@florianhurel) at Artist Factory India (@artistfactoryindia) Makeup: Anil Chinappa (@anilc68) Production: P. Productions (@p.productions_) Fashion assistants: Parvati Mangal (@parvatimangal) and Shruti Joshi (@shrutijoshi21) Consulting editor, digital: Ravneet Kaur Sethi (@ravneetkaurr) All clothes: Ralph Lauren (@ralphlauren) All jewellery: Titan ZOYA (@zoyajewels) Watch: Tissot (@tissot_official) #deepikapadukone #bazaarindia

A post shared by Harper’s Bazaar, India (@bazaarindia) on

ରଣବୀରଙ୍କୁ ବିବାହ କରିବା ପରେ ତାଙ୍କ ଜୀବନ ବଦଳି ଯାଇଛି ବୋଲି ସେ କହିଛନ୍ତି। ଦୀପିକା କୁହନ୍ତି କି ରଣବୀର ତାଙ୍କ ସଫଳତାରେ ବେଶ୍‌ ଖୁସି। ଦୁହେଁ ଦୁହିଁଙ୍କ ପ୍ରତି ବେଶ୍‌ ସହଯୋଗୀ। ପତି-ପତ୍ନୀ ପୂର୍ବରେ ସେମାନେ ପ୍ରଥମେ ଭଲ ସାଙ୍ଗ।

ସମ୍ବନ୍ଧିତ ଖବର