ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କଲେ ଦୀପିକା ନିଜ ଫ୍ୟାନ-ଆର୍ଟ

ଲୋକପ୍ରିୟ ଅତିନେତ୍ରୀ ଦୀପିକା ପାଦୁକୋନ୍‌ ଏବେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆଇଡିରେ ନିଜର ଏକ ଫ୍ୟାନ୍‌-ଆର୍ଟ(ପ୍ରଶଂସକଟିଏ କରି ପଠାଇଥିବା ଚିତ୍ରକଳା) ସେୟାର କରିଛନ୍ତି। ଏହା ତାଙ୍କର ଏକ ରେଡ୍‌ କାର୍ପେଟ୍‌ର ଫଟୋ। ଏଥିରେ ସେ କଳା ରଙ୍ଗର ଗାଉନ୍‌ ପିନ୍ଧିଥିବା ସହ କେଶକୁ ଭଲ ଭାବେ ବାନ୍ଧିଥିବା ଦେଖିବାକୁ ମିଳିଛି। ସେ ଏହି ଚିତ୍ରକଳାକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିବା ସହ ସେହି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର