ଦିବ୍ୟା ଅଗ୍ରୱାଲ ବିଗ୍ ବସ୍ ଓଟିଟି ବିଜେତା ହୋଇଥିବା ବେଳେ ନିଶାନ୍ତ ଭଟ୍ଟ ପ୍ରଥମ ରନର୍ସ-ଅପ୍ ଓ ଶମିତା ଶେଟ୍ଟୀ ଦ୍ବିତୀୟ ରନର୍ସ-ଅପ୍ ଭାବେ ଉଭା ହୋଇଛନ୍ତି। ଦିବ୍ୟାଙ୍କୁ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ଦିଆଯାଇଛି। ଶୋ’ରେ ତାଙ୍କର ଯାତ୍ରା ଥିଲା ଅବିଶ୍ବସନୀୟ। ଏହା ପୂର୍ବରୁ ସେ ଏମ୍ଟିଭି ସ୍ପ୍ଲିଟ୍ସ୍ଭିଲ୍ଲାରେ ରନର୍ସ-ଅପ୍ ଏବଂ ଏମ୍ଟିଭି ଏସ୍ ଅଫ୍ ସ୍ପେସ୍ର ପ୍ରଥମ ସିଜ୍ନରେ ବିଜେତା ହୋଇଥିଲେ।
ବିଗ୍ ବସ୍ ଓଟିଟି ବିଜେତା ହେଲେ ଦିବ୍ୟା ଅଗ୍ରୱାଲ
/sambad/media/post_attachments/wp-content/uploads/2021/09/divya-agarwal-wins-1631987388.jpg)