ଉର୍ଫି ଯାହା ନକରନ୍ତି, ତାହା କରିଦେଲେ ଇଶା; ପୋଷାକ ସହ ଏହି ଜିନିଷ ପିନ୍ଧିବାକୁ ଭୁଲିଗଲେ

ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ଅନେକ ବଲିଉଡ ଫିଲ୍ମ ଓ ୱେବ ସିରିଜରେ ନଜର ଆସି ଲୋକପ୍ରିୟ ହୋଇପାରିଛନ୍ତି ଅଭିନେତ୍ରୀ ଇଶା ଗୁପ୍ତା। ନିକଟରେ ତାଙ୍କ ଅଭିନୀତ ୱେବ ସିରିଜ୍ ‘ଆଶ୍ରମ-୩’ ରିଲିଜ୍ ହୋଇଥିଲା। ଏଥିରେ ତାଙ୍କର ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା। ସବୁବେଳେ ନିଜର ସିଜିଲିଂ ଫଟୋକୁ ନେଇ ଚର୍ଚ୍ଚାରେ ରହୁଥିବା ଇଶା ଏବେ ନିଜର ଏକ ଭିଡିଓ ପାଇଁ ଟ୍ରୋଲିଂର ଶିକାର ହୋଇଛନ୍ତି।

Esha Gupta Gets Brutally Trolled After Video of Her 'Oops Moment' Goes Viral; Watch

ଇଶାଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଇଛି। ଫଟୋରେ ଓ ଭିଡିଓରେ ଇଶା ଖୁବ ସୁନ୍ଦର ଲାଗୁଥିଲେ ବି ତାଙ୍କର ଗୋଟିଏ ଭୁଲ ପାଇଁ ଏବେ ତାଙ୍କୁ ଟ୍ରୋଲ କରାଯାଉଛି। ଇଶା ସୁନ୍ଦର ପୋଷାକ ପିନ୍ଧିଥିଲେ ବି ଅନ୍ତବସ୍ତ୍ର ପିନ୍ଧିନଥିବା ଦେଖିବାକୁ ମିଳିଛି। ଅନ୍ତବସ୍ତ୍ର ନପିନ୍ଧି ବାହାରକୁ ଯିବା ଏବଂ ଲୋକଙ୍କ ସହ ଫଟୋ ଉଠାଉଥିବାର ଭିଡିଓ ଭାଇରାଲ ହେବ‌ା ପରେ ସେ ଟ୍ରୋଲିଂର ଶିକାର ହୋଇଛନ୍ତି।

ଜଣେ ଇନଷ୍ଟା ବ୍ୟବହାରକାରୀ ଲେଖିଛନ୍ତି, ଘରୁ ବାହାରକୁ ଆସିବା ପୂର୍ବରୁ ଇଶା କ’ଣ ଦର୍ପଣ ଦେଖିନାହାନ୍ତି? ଧ୍ୟାନ ଆକର୍ଷଣ ପାଇଁ ଜାଣିଶୁଣି ଏଭଳି କରିଛନ୍ତି ଇଶା। ଆଉ ଜଣେ ଇନଷ୍ଟା ବ୍ୟବହାରକାରୀ ଲେଖିଛନ୍ତି, ଯାହା ଉର୍ଫି ଜାଜେଦ ନଦେଖାନ୍ତି, ତାହା ଦେଖାଉଛନ୍ତି ଇଶା।

 

View this post on Instagram

 

A post shared by Viral Bhayani (@viralbhayani)

ସମ୍ବନ୍ଧିତ ଖବର