ମ୍ୟୁଜିକ ଓଡ଼ିଆ ୟୁଟୁବ୍ ଶୋଭାଚ୍ୟାନେଲ୍ରେ ମୁକ୍ତିଲାଭ କରିଛି ନୂଆ ରୋମାଣ୍ଟିକ ଗୀତ ‘ପ୍ରେମର ଇସାରା ପରି’। ଏହି ମ୍ୟୁଜିକ୍ ଭିଡିଓରେ ଦର୍ଶକ ସୌଭାଗ୍ୟ ଓ ସ୍ବପ୍ନାଙ୍କ ଯୋଡ଼ିକୁ ପ୍ରଥମ ଥର ଦେଖିବାକୁ ପାଇଛନ୍ତି। ‘ପ୍ରେମର ଇସାରା ପରି’ ଗୀତରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ ଓ ସ୍ୱୟମ୍ ପାଢ଼ୀ। ସୂର୍ଯ୍ୟ ମହାପାତ୍ର ଏହାର ଗୀତିକାର ଓ ବିରଜା ପ୍ରସାଦ ସଙ୍ଗୀତକାର। କଟକର ଏମ୍ଆର୍ଆର୍ ଷ୍ଟୁଡିଓରେ ରେକର୍ଡିଂ ହୋଇଥିବା ଏହି ଗୀତର ମ୍ୟୁଜିକ୍ ଭିଡିଓକୁ ‘ଆଇଡଲ୍ ଓଡ଼ିଶା’ ଟିମ୍ ପ୍ରସ୍ତୁତ କରିଛି। ଏହାର ସିନେମାଟୋଗ୍ରାଫି କରିଛନ୍ତି ଅକ୍ଷୟ କୁମାର ନାୟକ।
‘ପ୍ରେମର ଇସାରା ପରି’ରେ ସୌଭାଗ୍ୟ-ସ୍ବପ୍ନା
ଶୋଭା ମ୍ୟୁଜିକ ଓଡ଼ିଆ ୟୁଟୁବ୍ ଚ୍ୟାନେଲ୍ରେ ମୁକ୍ତିଲାଭ କରିଛି ନୂଆ ରୋମାଣ୍ଟିକ ଗୀତ ‘ପ୍ରେମର ଇସାରା ପରି’। ଏହି ମ୍ୟୁଜିକ୍ ଭିଡିଓରେ ଦର୍ଶକ ସୌଭାଗ୍ୟ ଓ ସ୍ବପ୍ନାଙ୍କ ଯୋଡ଼ିକୁ ପ୍ରଥମ ଥର ଦେଖିବାକୁ ପାଇଛନ୍ତି।
/sambad/media/media_files/2025/08/09/fshhfsfhsxvb-2025-08-09-00-22-47.jpg)