ପୁଣି ଆଈ ହେଲେ ହେମା

ଡ୍ରିମ୍‌ ଗର୍ଲ ହେମା ମାଳିନୀ ଓ ଦିଗ୍‌ଗଜ ଅଭିନେତା ଧର୍ମେନ୍ଦ୍ରଙ୍କ ଘରକୁ ଜଣେ ନୁହେଁ, ଦୁଇଜଣ ନୂଆ ଅତିଥି ଆସିଛନ୍ତି। ୭୨ବର୍ଷ ବୟସରେ ହେମା ପୁଣି ଥରେ ଆଈ ହୋଇଛନ୍ତି। ଧର୍ମେନ୍ଦ୍ର ଓ ହେମାଙ୍କ ସାନ ଝିଅ ଆହାନା ଗତ ୨୬ ତାରିଖ ଦିନ ଯାଆଁଳା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଆହାନ ଦେଓଲ ଓ ତାଙ୍କ ସ୍ବାମୀ ବୈଭବ ଭୋହରା ଦୁଇ ଝିଅଙ୍କ ନାମ ଆଷ୍ଟ୍ରା ଓ ଏଡିଆ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର