ନୂଆଦିଲ୍ଲୀ: ୧୯ ବର୍ଷୀୟା ମଡେଲ୍ ୟେଲ୍ ସେଲ୍ବିୟା ‘ବିଶ୍ବର ସବୁଠାରୁ ସୁନ୍ଦର ମହିଳା’ ବନିଛନ୍ତି । ଇସ୍ରାଏଲର ମଡେଲ ଏବଂ ଅଭିନେତ୍ରୀ ସେଲ୍ବିୟା ଟିସି କ୍ୟାଣ୍ଡଲରର ବାର୍ଷିକ ‘ବର୍ଷର ୧୦୦ ସୁନ୍ଦର ଚେହେରା’ ତାଲିକାରେ ଶୀର୍ଷରେ ରହିଛନ୍ତି।
Queen Yael for @renuar 👸🏻
•back to October 25, 2020•#yaelshelbia#model#יעלשלביה@YaelShelbia_pic.twitter.com/arOT3eEkGL— Yael Shelbia Brasil (@yaelshelbiabr) January 18, 2021
ତେବେ ସେ ଏହି ପ୍ରତିଯୋଗିତାରେ ବିଜୟିନୀ ହେବା ପରେ ଅନେକ ତାଙ୍କୁ ପ୍ରଶଂସା କରି ଶୁଭେଚ୍ଛା ଜଣାଇଥିବା ବେଳେ ଆହୁରି ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ୍ କରିଥିବାର ଦେଖିବାକୁ ମିଳିଛି।
Yael for @sarcasticphilosopher Magazine ♥️🔥
Photographer: tal abudi
Styling: shir peled
Make up: dana kfir
Hair: shay halaly ziv
Jewelry: tanaor #yaelshelbia#model#יעלשלביהpic.twitter.com/PeH5wxHDk4— Yael Shelbia Brasil (@yaelshelbiabr) January 21, 2021
ଗଣମାଧ୍ୟମରେ ବୟାନ ଦେଇ ୟେଲ୍ ସେଲ୍ବିୟା କହିଛନ୍ତି, ‘ମୁଁ ବହୁତ ଭଲପାଇବା ଓ ସମର୍ଥନ ପାଇଛି। ଏମିତି ଅନେକ ମେସେଜ୍ ଆସିଛି ଯାହା ମୋତେ ଉତ୍ସାହିତ କରିଛି ଓ ଅନେକ ମେସେଜ୍ ମୋତେ ଦୁଃଖୀତ କରିଛି ମଧ୍ୟ। ଘୃଣାକାରୀମାନେ ଯେପରି କହିବା କଥା ସେମାନେ ସେହିପରି ହିଁ କହିଛନ୍ତି। ତାହାକୁ ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ।’
Queen via Insta Stories 👑👸🏻
•January 17, 2021•Editorial for @sarcastic_philosopher
Photographer @tal_abudi
Hairstylist @shay_shaz
Makeup @dana_kfir
Fashion Producer @shirpeled4
Agency @itmodels__ @omriyaari@kayla_lask@YaelShelbia_#yaelshelbia#model#יעלשלביהpic.twitter.com/EFod9FiUM0— Yael Shelbia Brasil (@yaelshelbiabr) January 18, 2021
ଇନ୍ଷ୍ଟାଗ୍ରାମ୍ରେ ସେଲ୍ବିୟା ତାଙ୍କ ବିଜୟିନୀ ହେବା କଥା ସେୟାର କରିବା ପରେ ତାଙ୍କ ପୋଷ୍ଟ୍କୁ ପ୍ରାୟ ୪୦୦୦ ହଜାର କମେଣ୍ଟ ମିଳିଛି। ଅନେକ ବ୍ୟବହାରକାରୀ ତାଙ୍କୁ ସମର୍ଥନ ଦେଇଥିବା ବେଳେ ଆହୁରି ଅନେକ ଜଣକ #ଅଗ୍ଲିକୁଇନ୍ ବୋଲି ଲେଖି ଟ୍ରୋଲ୍ କରିଛନ୍ତି।