ମଲାଇକା-ଅର୍ଜୁନ୍‌ଙ୍କ ନିର୍ବନ୍ଧ!

ଅଭିନେତ୍ରୀ ମଲାଇକା ଅରୋରା ନିକଟରେ ଏକ ହୀରା ମୁଦି ପିନ୍ଧା ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଥିଲେ। ଫଟୋରେ ସେ ଏକ ଗହଣା ଦୋକାନର ୱେବସାଇଟ୍‌କୁ ଟ୍ୟାଗ୍‌ କରି ଏହାର ପ୍ରମୋସନ୍ କରୁଥିବା ଦେଖିବାକୁ ମିଳିଥିଲା। ମାତ୍ର ତାଙ୍କର କିଛି ପ୍ରଶଂସକ ଏହି ପୋଷ୍ଟକୁ ଭୁଲ୍‌ ବୁଝି ନେଇଥିଲେ। ଅର୍ଜୁନଙ୍କ ସହ ତାଙ୍କ ନିର୍ବନ୍ଧ ହୋଇଥିବା ଭାବି ସେମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର