୮୦ ଓ ୯୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମତୁଆଲା କରୁଥିବା ଲୋକପ୍ରିୟ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ଆଜି ୫୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ରେ ଝାଡ଼ଖଣ୍ଡର ସିନ୍ଦ୍ରୀରେ ଜନ୍ମ ଗ୍ରହଣ କରିଥିବା ମୀନାକ୍ଷୀଙ୍କ ପ୍ରକୃତ ନାମ ଥିଲା ଶଶିକଳା ଶେଷାଦ୍ରି। ମାତ୍ର ୧୭ବର୍ଷ ବୟସରେ ‘ମିସ୍ ଇଣ୍ଡିଆ’ ମୁକୁଟ ପିନ୍ଧିଥିବା ମୀନାକ୍ଷୀଙ୍କୁ ଚଳଚ୍ଚିତ୍ର ‘ହିରୋ’ ରାତାରାତି ଷ୍ଟାର୍ କରି ଦେଇଥିଲା। ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।
ମୀନାକ୍ଷୀ ଶେଷାଦ୍ରି @୫୭
/sambad/media/post_attachments/wp-content/uploads/2020/11/manisha-copy.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)