ଭୁବନେଶ୍ବର:ବିଶ୍ବପାଇଁପାଣିସଞ୍ଚୟରବାର୍ତ୍ତା ନେଇ ଓ ଏ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ପାଇଁ ‘ପାଣି’ ନାମରେଏକଆଲବମ୍ମୁକ୍ତିଲାଭ କରିଛି। ପରିଚୟଗ୍ରୁପ୍ତରଫରୁପ୍ରସ୍ତୁତକରାଯାଇଥିବା ଏହି ଭିନ୍ନସ୍ବାଦର ଆଲବମ୍ ନିକଟରେଲୋକାର୍ପିତହୋଇଛି

Advertisment

‘ପାଣିସଙ୍ଗୀତସଂଯୋଜନାନିର୍ଦ୍ଦେଶନା ଭାରଅଜୟକୁମାରଦାଶ ବହନ କରିଥିବା ବେଳେଗୀତରଚନା କରିଛନ୍ତି ତାପସଭିଜୁଆଲ୍ନିର୍ଦ୍ଦେଶନାଦେଇଛନ୍ତିଆଦର୍ଶଏଥିରେ ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀସୌରଭ, ଗୌତମ, ଅନ୍ତରା, ସ୍ବପ୍ନା, ଅରୋଶିଷଭାଗ୍ୟଶ୍ରୀକଣ୍ଠଦାନକରିଛନ୍ତିଏହିଆଲବମ୍ଟିପସନ୍ଦଯୋଗ୍ୟହୋଇଛି

ପରିଚୟନାମରେଏକସଙ୍ଗୀତଅନୁଷ୍ଠାନବିଗତବର୍ଷହେଲାକାର୍ଯ୍ୟକରୁଛି। ଅଜୟକୁମାରଦାଶସ୍ବପ୍ନାପାତ୍ରଙ୍କମିଳିତଉଦ୍ୟମରେଗଢାଯାଇଛି ଏହି ଅନୁଷ୍ଠାନ ପରିଚୟ ତରଫରୁନୂତନପିଢିରଯୁବକଯୁବତୀଛୋଟପିଲାଙ୍କୁହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତଓଡ଼ିଶୀସଙ୍ଗୀତଶିକ୍ଷାପ୍ରଦାନକରାଯାଉଛିପ୍ରତିବର୍ଷଅନୁଷ୍ଠାନତରଫରୁକଳାକାରମାନଙ୍କୁନେଇବିଭିନ୍ନପୁରୁଣାଗୀତପରିବେଷଣକରାଯାଇ ପ୍ରତିଭାବାନ ଶିଳ୍ପୀଙ୍କୁପୁରସ୍କୃତକରାଯାଇଥାଏ। ଏହିକାର୍ଯ୍ୟକ୍ରମକଳାକାରମାନଙ୍କୁ ଉତ୍ସାହଦେବା ସହଆଗକୁବଢିବାରେସାହାଯ୍ୟକରିଥାଏ