ର୍ଟିନ ପ୍ରଡ଼କସନ୍ ବ୍ୟାନରରେ ପ୍ରସ୍ତୁତ ତଥା ବିଶ୍ୱଜିତ ସାମଲଙ୍କ ପ୍ରଯୋଜିତ ମ୍ୟୁଜିକ୍ ଭିଡିଓ ‘ଦିଲ୍ ହେଲା ଖଲିବଲି’ ଲୋକାର୍ପିତ ହୋଇଛି। ଏହି ମ୍ୟୁଜିକ୍ ଭିଡିଓରେ ଋତୁରାଜ (ଓମ୍) ଏବଂ ଈଶ୍ୱରୀ ପଣ୍ଡା ନାୟକ, ନାୟିକା ଭୂମିକାରେ ନଜର ଆସିଛନ୍ତି। ଜଣାଶୁଣା କୋରିଓଗ୍ରାଫର କବିର ପ୍ରସାଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ମ୍ୟୁଜିକ୍ ଭିଡିଓ ପାଇଁ ଗୀତ ରଚନା କରିଛନ୍ତି ସଂଗ୍ରାମଜିତ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୌମିତ୍ରୀ ପଲାଇ। ଏଥିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ରଶ୍ମିରେଖା ମିଶ୍ର। ଅକ୍ଷୟ କୁମାର ନାୟକ ଏହାର ସିନେମାଟୋଗ୍ରାଫି କରିଛନ୍ତି।
ନୂଆ ମ୍ୟୁଜିକ୍ ଭିଡିଓ ‘ଦିଲ୍ ହେଲା ଖଲିବଲି’
ର୍ଟିନ ପ୍ରଡ଼କସନ୍ ବ୍ୟାନରରେ ପ୍ରସ୍ତୁତ ତଥା ବିଶ୍ୱଜିତ ସାମଲଙ୍କ ପ୍ରଯୋଜିତ ମ୍ୟୁଜିକ୍ ଭିଡିଓ ‘ଦିଲ୍ ହେଲା ଖଲିବଲି’ ଲୋକାର୍ପିତ ହୋଇଛି। ଏହି ମ୍ୟୁଜିକ୍ ଭିଡିଓରେ ଋତୁରାଜ (ଓମ୍) ଏବଂ ଈଶ୍ୱରୀ ପଣ୍ଡା ନାୟକ, ନାୟିକା ଭୂମିକାରେ ନଜର ଆସିଛନ୍ତି।
/sambad/media/media_files/2025/01/24/iHBkV6lFdhIi0BlIy230.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)