ଡାକ୍ତରଖାନାରେ ଭର୍ତ୍ତି ହେଲେ ନିକ୍‌ ଜୋନାସ

ଆମେରିକାନ୍‌ ଷ୍ଟାର୍‌ ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍‌ ଜୋନାସ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏକ ନୂଆ ସୋ’ର ସୁଟିଂ କରୁଥିବା ବେଳେ ସେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ନିକ୍‌ ସେଟ୍‌ରେ ଆହତ ହେବା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ସେ ୨୦୧୮ରେ ମେକ୍ସିକୋରେ ଏକ ଶୋ-ୱାର୍କଆଉଟ୍ ସମୟରେ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର