ମୁମ୍ବାଇ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର୍ର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ଟ୍ୱିଟ୍ ପୋଷ୍ଟ କରିବା ପରେ ଆଜି କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ଅଚଳ ରଖାଯାଇଛି। ଅଭିନେତ୍ରୀ କଙ୍କନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏକାଧିକ ଟ୍ବିଟ୍ କରିବା ପରେ ଟ୍ବିଟର୍ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଟ୍ବିଟର୍ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପ ରଂଗଭେଦ ମାନସିକତାର ପରିଚୟ ବୋଲି କଙ୍ଗନା କହିଛନ୍ତି। ପଶ୍ଚିମବଂଗ ଏବେ ଦ୍ବିତୀୟ କାଶ୍ମୀର ପାଲଟିବାକୁ ଯାଉଛି ବୋଲି ମଧ୍ୟ କଙ୍ଗନା ଟ୍ବିଟ୍ କରିଥିଲେ।
କଙ୍ଗନାଙ୍କ ଟ୍ୱିଟର୍ ଆକାଉଣ୍ଟକୁ ସ୍ଥାୟୀଭାବେ ଅଚଳ କଲା ଟ୍ବିଟର
/sambad/media/post_attachments/wp-content/uploads/2020/08/kangna-650_073120021818.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)