ବୟଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ପୁନମ ପା‌ଣ୍ଡେ

ଅଭିନେତ୍ରୀ ପୁନମ ପାଣ୍ଡେ ବୟଫ୍ରେଣ୍ଡ୍‌ ସୋମ୍‌ ବାମ୍ବେଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଫଟୋ ସେୟାର କରି ପୁନମ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଫଟୋ ସେୟାର କରି ଲେଖିଛନ୍ତି, ଏବେ ମୁଁ ତାଙ୍କ ସହ ସାତ ଜନ୍ମ ବିତାଇବାକୁ ପ୍ରସ୍ତୁତ। ଏହି ଅବସରରେ ସୋମ୍‌ ମଧ୍ୟ ମେହେନ୍ଦି ଫଟୋ ସେୟାର କରିଛନ୍ତି। ସୋମ୍‌ ଓ ପୁନମ ଦୀର୍ଘ ସମୟ ଧରି ସମ୍ପର୍କରେ ଥିଲେ। ଦୁହେଁ ରୋମାଣ୍ଟିକ ଫଟୋ ସେୟାର କରି ଆସୁଥିଲେ।

ସମ୍ବନ୍ଧିତ ଖବର