ନବବର୍ଷ ଅବସରରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦର୍ଶକଙ୍କୁ ପୁଣି ଏକ ହଲିଉଡ୍ ଚଳଚ୍ଚିତ୍ର ଉପହାର ଦେବାକୁ ଯାଉଛନ୍ତି। ପ୍ରିୟଙ୍କାଙ୍କ ଏହି ବଲିଉଡ୍ ଚଳଚ୍ଚିତ୍ରର ନାମ ରହିଛି ‘ୱି କ୍ୟାନ୍ ବି ହିରୋଜ୍’। ଏହାର ଏକ ଟିଜର୍ ଭିଡିଓ ସେ ନିଜ ଟ୍ବିଟର୍ରେ ସେୟାର କରିଛନ୍ତି। ଭିଡିଓରେ ତାଙ୍କୁ କିଛି ସମୟ ପାଇଁ ଦେଖିବାକୁ ମିଳିଛି। ସେ ଭିଡିଓ ସହ ଶିରୋନାମାରେ ଚଳଚ୍ଚିତ୍ର ସମ୍ପର୍କରେ ନିଜର ଭାବନା ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଏହି ଫିଲ୍ମର ସୁଟିଂକୁ ନେଇ ମୋର ଭଲ ଅନୁଭୂତି ରହିଛି। ନିର୍ଦ୍ଦେଶକ ରବର୍ଟ ରୋଡ୍ରିଗେଜ୍ ଓ ଏହି ସୁପର କିଡ୍ସମାନଙ୍କ ସହ ସୁଟିଂ ସମୟକୁ ବେଶ୍ ଭଲ ଭାବେ ଉପଭୋଗ କରିଛି।
ନୂଆବର୍ଷରେ ପ୍ରିୟଙ୍କାଙ୍କ ହଲିଉଡ୍ ଫିଲ୍ମ ‘ୱି କ୍ୟାନ୍ ବି ହିରୋଜ୍’
/sambad/media/post_attachments/wp-content/uploads/2020/11/we-can-be-heroes-priyanka-chopra-teaser.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)